Proverbs 30:8 — Compare Translations
5 translations compared side by side
Odia - 1840
"ମାେତେ ସହାୟ ହୁଅ, ମୁଁ ଯେପରି ମିଥ୍ଯା ନ କ ହେ, ମାେତେ ଅତ୍ଯଧିକ ଧନୀ କି ଅତ୍ଯଧିକ ଗରିବ କର ନାହିଁ। ମାରେ ପ୍ରେତ୍ୟକକ ଦିନର ଆବଶ୍ଯକତା କବଳେ ପୂରଣ କର।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅସାରତା ଓ ମିଥ୍ୟାକଥା ମୋʼଠାରୁ ଦୂର କର; ମୋତେ ଦରିଦ୍ରତା କି ଧନ ଦିଅ ନାହିଁ; ମୋʼ ପଡ଼ିର ଭାଗ ଦେଇ ମୋତେ ପ୍ରତିପୋଷଣ କର ।
Odia Bible ERV 2004 (ପବିତ୍ର ବାଇବଲ)
ମୋତେ ସହାୟ ହୁଅ, ମୁଁ ଯେପରି ମିଥ୍ୟା ନ କହେ, ମୋତେ ଅତ୍ୟଧିକ ଧନୀ କି ଅତ୍ୟଧିକ ଗରିବ କର ନାହିଁ। ମୋର ପ୍ରତ୍ୟେକ ଦିନର ଆବଶ୍ୟକତା କେବଳ ପୂରଣ କର।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଅସାରତା ଓ ମିଥ୍ୟା କଥା ମୋʼ ଠାରୁ ଦୂର କର; ମୋତେ ଦରିଦ୍ରତା କି ଧନ ଦିଅ ନାହିଁ; ମୋʼ ପଡ଼ିର ଭାଗ ଦେଇ ମୋତେ ପ୍ରତିପୋଷଣ କର।
Odia IRV 2017 (ଓଡିଆ ବାଇବେଲ)
ଅସାରତା ଓ ମିଥ୍ୟାକଥା ମୋ’ଠାରୁ ଦୂର କର; ମୋତେ ଦରିଦ୍ରତା କି ଧନ ଦିଅ ନାହିଁ; ମୋ’ ପଡ଼ିର ଭାଗ ଦେଇ ମୋତେ ପ୍ରତିପୋଷଣ କର।