Proverbs 31:12 — Compare Translations

5 translations compared side by side

Odia - 1840
"ସେ ଜୀବନସାରା ସ୍ବାମୀର ମଙ୍ଗଳ କରେ। ସେ ତାଙ୍କୁ କବେେ ଅସୁବିଧା ରେ ପକାଏ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ ଜୀବନଯାଏ ସ୍ଵାମୀର କ୍ଷତି ନ କରି ମଙ୍ଗଳ କରେ ।
Odia Bible ERV 2004 (ପବିତ୍ର ବାଇବଲ)
ସେ ଜୀବନସାରା ସ୍ୱାମୀର ମଙ୍ଗଳ କରେ। ସେ ତାଙ୍କୁ କେବେ ଅସୁବିଧାରେ ପକାଏ ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ ଜୀବନଯାଏ ସ୍ୱାମୀର କ୍ଷତି ନ କରି ମଙ୍ଗଳ କରେ।
Odia IRV 2017 (ଓଡିଆ ବାଇବେଲ)
ସେ ଜୀବନଯାଏ ସ୍ୱାମୀର କ୍ଷତି ନ କରି ମଙ୍ଗଳ କରେ।