Proverbs 31:19 — Compare Translations

5 translations compared side by side

Odia - 1840
"ସେ ନୋଟିକି ହାତ ବଢ଼ାଏ, ପୁଣି ତା'ର ହସ୍ତ ତାହା ପାଇଁ ବସ୍ତ୍ର ବୁଣେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ ଚରଖାକୁ ହାତ ବଢ଼ାଏ, ପୁଣି ତାହାର ହସ୍ତ ତାକୁଡ଼ି ଧରେ ।
Odia Bible ERV 2004 (ପବିତ୍ର ବାଇବଲ)
ସେ ନୋଟିକି ହାତ ବଢ଼ାଏ, ପୁଣି ତା’ର ହସ୍ତ ତାହା ପାଇଁ ବସ୍ତ୍ର ବୁଣେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ ଚରଖାକୁ ହାତ ବଢ଼ାଏ, ପୁଣି, ତାହାର ହସ୍ତ ତାକୁଡ଼ି ଧରେ।
Odia IRV 2017 (ଓଡିଆ ବାଇବେଲ)
ସେ ଚରଖାକୁ ହାତ ବଢ଼ାଏ, ପୁଣି, ତାହାର ହସ୍ତ ତାକୁଡ଼ି ଧରେ।