Proverbs 5:1 — Compare Translations

5 translations compared side by side

Odia - 1840
"ହେ ମାରେ ପୁତ୍ର, ମାେ' ଜ୍ଞାନ ରେ ମନ ଦିଅ। ମାରେ ବୁଦ୍ଧି ପାଇଁ କାନ ଡ଼ରେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ହେ ମୋହର ପୁତ୍ର, ମୋʼ ଜ୍ଞାନରେ ମନ ଦିଅ; ମୋʼ ବୁଦ୍ଧି ପ୍ରତି ତୁମ୍ଭ କାନ ଡେର;
Odia Bible ERV 2004 (ପବିତ୍ର ବାଇବଲ)
ବ୍ୟଭିଗ୍ଭର ନିବାରଣର ଜ୍ଞାନ ହେ ମୋର ପୁତ୍ର, ମୋ’ ଜ୍ଞାନରେ ମନ ଦିଅ। ମୋର ବୁଦ୍ଧି ପାଇଁ କାନ ଡେର।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ହେ ମୋହର ପୁତ୍ର, ମୋʼ ଜ୍ଞାନରେ ମନ ଦିଅ; ମୋʼ ବୁଦ୍ଧି ପ୍ରତି ତୁମ୍ଭ କାନ ଡେର;
Odia IRV 2017 (ଓଡିଆ ବାଇବେଲ)
ହେ ମୋହର ପୁତ୍ର, ମୋ’ ଜ୍ଞାନରେ ମନ ଦିଅ; ମୋ’ ବୁଦ୍ଧି ପ୍ରତି ତୁମ୍ଭ କାନ ଡେର;