Proverbs 5:4 — Compare Translations
5 translations compared side by side
Odia - 1840
"କିନ୍ତୁ ଶଷେ ରେ ସେ ତିକ୍ତତା ଓ ୟନ୍ତ୍ରଣା ଆଣିବ। ୟନ୍ତ୍ରଣା ଯାହା ବିଷତୁଲ୍ଯ ଓ ତୀକ୍ଷ୍ମ ଖଣ୍ଡାତୁଲ୍ଯ ଆଘାତ କରେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ତାହାର ଶେଷ ଦଶା ନାଗଦଅଣା ନ୍ୟାୟ ପିତା, ଦ୍ଵିଧାର ଖଡ଼୍ଗ ତୁଲ୍ୟ ତୀକ୍ଷ୍ଣ ।
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ଶେଷରେ ସେ ତିକ୍ତତା ଓ ଯନ୍ତ୍ରଣା ଆଣିବ। ଯନ୍ତ୍ରଣା ଯାହା ବିଷତୁଲ୍ୟ ଓ ତୀକ୍ଷ୍ଣ ଖଣ୍ଡାତୁଲ୍ୟ ଆଘାତ କରେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ତାହାର ଶେଷ ଦଶା ନାଗଦଅଣା ନ୍ୟାୟ ପିତା, ଦ୍ୱିଧାର ଖଡ୍ଗ ତୁଲ୍ୟ ତୀକ୍ଷ୍ଣ।
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ତାହାର ଶେଷ ଦଶା ନାଗଦଅଣା ନ୍ୟାୟ ପିତା, ଦ୍ୱିଧାର ଖଡ୍ଗ ତୁଲ୍ୟ ତୀକ୍ଷ୍ଣ।