Proverbs 6:1 — Compare Translations
5 translations compared side by side
Odia - 1840
"ହେ ମାରେ ପୁତ୍ର, ଅନ୍ୟ ଲୋକର ଋଣ ରେ ତୁମ୍ଭେ ମଧ୍ଯସ୍ଥି ହୁଅ ନାହିଁ। ଅନ୍ୟର ଋଣ ପରିଶାଧେ କରିବା ପାଇଁ ପ୍ରତିଜ୍ଞା କର ନାହିଁ। ସେ ସାଙ୍ଗ ହେଉ କି ଜଣେ ଅଜଣା ଆଗନ୍ତୁକ ହେଉ?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ହେ ମୋହର ପୁତ୍ର, ଯେବେ ତୁମ୍ଭେ ଆପଣା ପ୍ରତିବାସୀର ଲଗା ହୋଇଥାଅ, ଯେବେ ପର ପାଇଁ ହାତ ଦେଇଥାଅ,
Odia Bible ERV 2004 (ପବିତ୍ର ବାଇବଲ)
ଋଣରେ ମଧ୍ୟସ୍ଥି ହୁଅ ନାହିଁ ହେ ମୋର ପୁତ୍ର, ଅନ୍ୟ ଲୋକର ଋଣରେ ତୁମ୍ଭେ ମଧ୍ୟସ୍ଥି ହୁଅ ନାହିଁ। ଅନ୍ୟର ଋଣ ପରିଶୋଧ କରିବା ପାଇଁ ପ୍ରତିଜ୍ଞା କର ନାହିଁ। ସେ ସାଙ୍ଗ ହେଉ କି ଜଣେ ଅଜଣା ଆଗନ୍ତୁକ ହେଉ?
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ହେ ମୋହର ପୁତ୍ର, ଯଦି ତୁମ୍ଭେ ଆପଣା ପ୍ରତିବାସୀର ବନ୍ଧକ ହୋଇଥାଅ, ଯଦି ପର ପାଇଁ ହାତ ଦେଇଥାଅ,
Odia IRV 2017 (ଓଡିଆ ବାଇବେଲ)
ହେ ମୋହର ପୁତ୍ର, ଯଦି ତୁମ୍ଭେ ଆପଣା ପ୍ରତିବାସୀର ବନ୍ଧକ ହୋଇଥାଅ, ଯଦି ପର ପାଇଁ ହାତ ଦେଇଥାଅ,