Proverbs 6:19 — Compare Translations

5 translations compared side by side

Odia - 1840
"ମିଥ୍ଯା ସାକ୍ଷୀ, ଯେ ମିଥ୍ଯା କହି ଭାଇମାନଙ୍କ ମଧିଅରେ କଳିର ବୀଜ ବୁଣେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମିଥ୍ୟାସାକ୍ଷୀ ଯେ ମିଥ୍ୟା କହେ ଓ ଯେ ଭାଇମାନଙ୍କ ମଧ୍ୟରେ କଳିର ବୀଜ ବୁଣେ।
Odia Bible ERV 2004 (ପବିତ୍ର ବାଇବଲ)
ମିଥ୍ୟା ସାକ୍ଷୀ, ଯେ ମିଥ୍ୟା କହି ଭାଇମାନଙ୍କ ମଧ୍ୟରେ କଳିର ବୀଜ ବୁଣେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମିଥ୍ୟାସାକ୍ଷୀ ଯେ ମିଥ୍ୟା କହେ ଓ ଯେ ଭାଇମାନଙ୍କ ମଧ୍ୟରେ କଳିର ବୀଜ ବୁଣେ।
Odia IRV 2017 (ଓଡିଆ ବାଇବେଲ)
ମିଥ୍ୟାସାକ୍ଷୀ ଯେ ମିଥ୍ୟା କହେ ଓ ଯେ ଭାଇମାନଙ୍କ ମଧ୍ୟରେ କଳିର ବୀଜ ବୁଣେ।