Proverbs 9:16 — Compare Translations

5 translations compared side by side

Odia - 1840
" ଯେ ଅବୋଧ ସେ ଏଠାକୁ ଆସୁ, ସେ ମୂର୍ଖ ଲୋକକୁ ଏହି କଥା କ ହେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେ ଅବୋଧ, ସେ ଏଠାକୁ ଆସୁ । ବୁଦ୍ଧିହୀନ ଲୋକକୁ ସେ ଏହି କଥା କହେ,
Odia Bible ERV 2004 (ପବିତ୍ର ବାଇବଲ)
“ଯେ ଅବୋଧ ସେ ଏଠାକୁ ଆସୁ,” ସେ ମୂର୍ଖ ଲୋକକୁ ଏହି କଥା କହେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
“ଯେ ଅବୋଧ, ସେ ଏଠାକୁ ଆସୁ” ବୁଦ୍ଧିହୀନ ଲୋକକୁ ସେ ଏହି କଥା କହେ,
Odia IRV 2017 (ଓଡିଆ ବାଇବେଲ)
ଯେ ଅବୋଧ, ସେ ଏଠାକୁ ଆସୁ ବୁଦ୍ଧିହୀନ ଲୋକକୁ ସେ ଏହି କଥା କହେ,