Psalms 100:2 — Compare Translations
5 translations compared side by side
Odia - 1840
"ଆନନ୍ଦରେ ସଦାପ୍ରଭୁଙ୍କର ସବୋ କର। ଆନନ୍ଦର ଜଯ ଗାନ କରି ତାଙ୍କ ଆଗକୁ ଆସ!"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆନନ୍ଦରେ ସଦାପ୍ରଭୁଙ୍କର ସେବା କର; ଗାନ କରି ତାହାଙ୍କ ଛାମୁକୁ ଆସ ।
Odia Bible ERV 2004 (ପବିତ୍ର ବାଇବଲ)
ଆନନ୍ଦରେ ସଦାପ୍ରଭୁଙ୍କର ସେବା କର। ଆନନ୍ଦର ଜୟ ଗାନ କରି ତାଙ୍କ ଆଗକୁ ଆସ!
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆନନ୍ଦରେ ସଦାପ୍ରଭୁଙ୍କର ସେବା କର; ଗାନ କରି ତାହାଙ୍କ ଛାମୁକୁ ଆସ।
Odia IRV 2017 (ଓଡିଆ ବାଇବେଲ)
ଆନନ୍ଦରେ ସଦାପ୍ରଭୁଙ୍କର ସେବା କର; ଗାନ କରି ତାହାଙ୍କ ଛାମୁକୁ ଆସ।