Psalms 109:5 — Compare Translations

5 translations compared side by side

Odia - 1840
"ମୁଁ ସହେି ଲୋକମାନଙ୍କ ପାଇଁ ମଙ୍ଗଳ କାର୍ୟ୍ଯ କଲି। ସମାନେେ ମାେ ପ୍ରତି ଅମଙ୍ଗଳ କାର୍ୟ୍ଯ କଲେ। ମୁଁ ସମାନଙ୍କେୁ ପ୍ରମେ କଲି କିନ୍ତୁ ସମାନେେ ମାେତେ ଘୃଣା କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ସେମାନେ ମୋତେ ମଙ୍ଗଳ ପାଲଟେ ଅମଙ୍ଗଳ ଓ ପ୍ରେମ ପାଲଟେ ଘୃଣା ପ୍ରତିଦାନ କରିଅଛନ୍ତି ।
Odia Bible ERV 2004 (ପବିତ୍ର ବାଇବଲ)
ମୁଁ ସେହି ଲୋକମାନଙ୍କ ପାଇଁ ମଙ୍ଗଳ କାର୍ଯ୍ୟ କଲି। ସେମାନେ ମୋ’ ପ୍ରତି ଅମଙ୍ଗଳ କାର୍ଯ୍ୟ କଲେ। ମୁଁ ସେମାନଙ୍କୁ ପ୍ରେମ କଲି କିନ୍ତୁ ସେମାନେ ମୋତେ ଘୃଣା କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, ସେମାନେ ମୋତେ ମଙ୍ଗଳ ପାଲଟେ ଅମଙ୍ଗଳ ଓ ପ୍ରେମ ପାଲଟେ ଘୃଣା ପ୍ରତିଦାନ କରିଅଛନ୍ତି।
Odia IRV 2017 (ଓଡିଆ ବାଇବେଲ)
ଆଉ, ସେମାନେ ମୋତେ ମଙ୍ଗଳ ପାଲଟେ ଅମଙ୍ଗଳ ଓ ପ୍ରେମ ପାଲଟେ ଘୃଣା ପ୍ରତିଦାନ କରିଅଛନ୍ତି।