Psalms 11:3 — Compare Translations
5 translations compared side by side
Odia - 1840
"ୟଦି ସମାନେେ ସବୁ ଉତ୍ତମ କାର୍ୟ୍ଯକୁ ନଷ୍ଟ କରନ୍ତି। ତବେେ କ'ଣ ଘଟିବ? ତା'ପରେ ସବୁ ଧର୍ମାତ୍ମାମାନେ କ'ଣ କରିପାରିବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେବେ ଭିତ୍ତିମୂଳ ଉତ୍ପାଟିତ ହୁଏ, ତେବେ ଧାର୍ମିକ କଅଣ କରି ପାରିବ?
Odia Bible ERV 2004 (ପବିତ୍ର ବାଇବଲ)
ଯଦି ସେମାନେ ସବୁ ଉତ୍ତମ କାର୍ଯ୍ୟକୁ ନଷ୍ଟ କରନ୍ତି। ତେବେ କ’ଣ ଘଟିବ? ତା’ପରେ ସବୁ ଧର୍ମାତ୍ମାମାନେ କ’ଣ କରି ପାରିବେ?
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯଦି ଭିତ୍ତିମୂଳ ଉତ୍ପାଟିତ ହୁଏ, ତେବେ ଧାର୍ମିକ କʼଣ କରି ପାରିବ?
Odia IRV 2017 (ଓଡିଆ ବାଇବେଲ)
ଯଦି ଭିତ୍ତିମୂଳ ଉତ୍ପାଟିତ ହୁଏ, ତେବେ ଧାର୍ମିକ କ’ଣ କରି ପାରିବ?