Psalms 119:25 — Compare Translations

5 translations compared side by side

Odia - 1840
"ମୁଁ ମରିବା ବେଳେ ଧୂଳିରେ ଗଡ଼େ। ୟପରେି ତୁମ୍ଭର ବାକ୍ଯ ଦ୍ବାରା ପ୍ରତିଜ୍ଞା କରିଛି, ମାେତେ ବଞ୍ଚିବାକୁ ଦିଅ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମୋହର ପ୍ରାଣ ଧୂଳିରେ ଲାଗୁଅଛି; ତୁମ୍ଭେ ନିଜ ବାକ୍ୟାନୁସାରେ ମୋତେ ସଚେତ କର ।
Odia Bible ERV 2004 (ପବିତ୍ର ବାଇବଲ)
ଦାଲତ୍ ମୁଁ ମରିବା ବେଳେ ଧୂଳିରେ ଗଡ଼େ। ଯେପରି ତୁମ୍ଭର ବାକ୍ୟ ଦ୍ୱାରା ପ୍ରତିଜ୍ଞା କରିଛି, ମୋତେ ବଞ୍ଚିବାକୁ ଦିଅ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମୋହର ପ୍ରାଣ ଧୂଳିରେ ଲାଗୁଅଛି; ତୁମ୍ଭେ ନିଜ ବାକ୍ୟାନୁସାରେ ମୋତେ ସଚେତ କର।
Odia IRV 2017 (ଓଡିଆ ବାଇବେଲ)
ମୋହର ପ୍ରାଣ ଧୂଳିରେ ଲାଗୁଅଛି; ତୁମ୍ଭେ ନିଜ ବାକ୍ୟାନୁସାରେ ମୋତେ ସଚେତ କର।