Psalms 119:96 — Compare Translations
5 translations compared side by side
Odia - 1840
"ମୁଁ ଦେଖିଅଛି ଯେ, ସବୁ ଜିନିଷର ତା'ର ସୀମା ରହିଅଛି, ତୁମ୍ଭର ବ୍ଯବସ୍ଥା ଛଡ଼ା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମୁଁ ସବୁ ସିଦ୍ଧିର ଅ; ଦେଖିଅଛି; ମାତ୍ର ତୁମ୍ଭର ଆଜ୍ଞା ଅତିଶୟ ପ୍ରଶସ୍ତ । ମେମ୍ ।
Odia Bible ERV 2004 (ପବିତ୍ର ବାଇବଲ)
ମୁଁ ଦେଖିଅଛି ଯେ, ସବୁ ଜିନିଷର ତା’ର ସୀମା ରହିଅଛି, ତୁମ୍ଭର ବ୍ୟବସ୍ଥା ଛଡ଼ା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମୁଁ ସବୁ ସିଦ୍ଧିର ଅନ୍ତ ଦେଖିଅଛି; ମାତ୍ର ତୁମ୍ଭର ଆଜ୍ଞା ସୀମାହୀନ। ମେମ୍।
Odia IRV 2017 (ଓଡିଆ ବାଇବେଲ)
ମୁଁ ସବୁ ସିଦ୍ଧିର ଅନ୍ତ ଦେଖିଅଛି; ମାତ୍ର ତୁମ୍ଭର ଆଜ୍ଞା ସୀମାହୀନ। ମେମ୍।