Psalms 122:2 — Compare Translations
5 translations compared side by side
Odia - 1840
"ହେ ୟିରୁଶାଲମ!ଏହିଠାରେ ଆମ୍ଭମାନେେ ତୁମ୍ଭର ଫାଟକ ପାଖରେ ଠିଆ ହାଇେଅଛୁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ହେ ଯିରୂଶାଲମ, ତୁମ୍ଭ ଦ୍ଵାର ଭିତରେ ଆମ୍ଭମାନଙ୍କ ଚରଣ ଠିଆ ହେଉଅଛି;
Odia Bible ERV 2004 (ପବିତ୍ର ବାଇବଲ)
ହେ ଯିରୁଶାଲମ!ଏହିଠାରେ ଆମ୍ଭେମାନେ ତୁମ୍ଭର ଫାଟକ ପାଖରେ ଠିଆ ହୋଇଅଛୁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ହେ ଯିରୂଶାଲମ, ତୁମ୍ଭ ଦ୍ୱାର ଭିତରେ ଆମ୍ଭମାନଙ୍କ ଚରଣ ଠିଆ ହେଉଅଛି;
Odia IRV 2017 (ଓଡିଆ ବାଇବେଲ)
ହେ ଯିରୂଶାଲମ, ତୁମ୍ଭ ଦ୍ୱାର ଭିତରେ ଆମ୍ଭମାନଙ୍କ ଚରଣ ଠିଆ ହେଉଅଛି;