Psalms 148:12 — Compare Translations

5 translations compared side by side

Odia - 1840
"ହେ ୟୁବକ ଓ ୟୁବତୀମାନେ, ବୃଦ୍ଧ ଲୋକମାନଙ୍କ ସହିତ ଏକତ୍ରୀତ ହାଇେ ପରମେଶ୍ବରଙ୍କ ପ୍ରଶଂସା କର।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯୁବକ ଓ ଯୁବତୀମାନେ; ବୃଦ୍ଧ ଓ ବାଳକମାନେ;
Odia Bible ERV 2004 (ପବିତ୍ର ବାଇବଲ)
ହେ ଯୁବକ ଓ ଯୁବତୀମାନେ, ବୃଦ୍ଧ ଲୋକମାନଙ୍କ ସହିତ ଏକତ୍ରିତ ହୋଇ ପରମେଶ୍ୱରଙ୍କ ପ୍ରଶଂସା କର।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯୁବକ ଓ ଯୁବତୀମାନେ; ବୃଦ୍ଧ ଓ ବାଳକମାନେ;
Odia IRV 2017 (ଓଡିଆ ବାଇବେଲ)
ଯୁବକ ଓ ଯୁବତୀମାନେ; ବୃଦ୍ଧ ଓ ବାଳକମାନେ;