Psalms 34:14 — Compare Translations

5 translations compared side by side

Odia - 1840
"ମନ୍ଦ କାର୍ୟ୍ଯ କରିବା ବନ୍ଦ କର। କବଳେ ଉତ୍ତମ କାର୍ୟ୍ଯ କର। ଶାନ୍ତି ପାଇଁ କାର୍ୟ୍ଯ କର। ଶାନ୍ତି ପାଇଲା ପର୍ୟ୍ଯନ୍ତ ଶାନ୍ତି ପଛରେ ଦୌଡ଼।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମନ୍ଦତାରୁ ଦୂର ହୁଅ ଓ ସୁକର୍ମ କର; ଶାନ୍ତି ଅନ୍ଵେଷଣ କର ଓ ତହିଁର ଅନୁଗାମୀ ହୁଅ ।
Odia Bible ERV 2004 (ପବିତ୍ର ବାଇବଲ)
ମନ୍ଦକାର୍ଯ୍ୟ କରିବା ବନ୍ଦ କର। କେବଳ ଉତ୍ତମ କାର୍ଯ୍ୟ କର। ଶାନ୍ତି ପାଇଁ କାର୍ଯ୍ୟ କର। ଶାନ୍ତି ପାଇଲା ପର୍ଯ୍ୟନ୍ତ ଶାନ୍ତି ପଛରେ ଦୌଡ଼।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମନ୍ଦତାରୁ ଦୂର ହୁଅ ଓ ସୁକର୍ମ କର; ଶାନ୍ତି ଅନ୍ୱେଷଣ କର ଓ ତହିଁର ଅନୁଗାମୀ ହୁଅ।
Odia IRV 2017 (ଓଡିଆ ବାଇବେଲ)
ମନ୍ଦତାରୁ ଦୂର ହୁଅ ଓ ସୁକର୍ମ କର; ଶାନ୍ତି ଅନ୍ୱେଷଣ କର ଓ ତହିଁର ଅନୁଗାମୀ ହୁଅ।