Psalms 38:10 — Compare Translations

5 translations compared side by side

Odia - 1840
"ମାରେ ହୃଦଯ ବିଦୀର୍ଣ୍ଣ ହେଉଅଛି। ମାରେ ବଳସବୁ କ୍ଷୀଣ ହାଇଗେଲାଣି ଓ ମୁଁ ଅନ୍ଧ ହାଇଯୋଉଛି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମୋହର ହୃଦୟ ଧୁକ୍ଧୁକ୍ କରୁଅଛି, ମୋହର ବଳ କ୍ଷୀଣ ହେଉଅଛି; ମୋହର ଚକ୍ଷୁର ତେଜ ମଧ୍ୟ ମୋʼଠାରୁ ଗଲାଣି ।
Odia Bible ERV 2004 (ପବିତ୍ର ବାଇବଲ)
ମୋର ହୃଦୟ ବିଦୀର୍ଣ୍ଣ ହେଉଅଛି। ମୋର ବଳସବୁ କ୍ଷୀଣ ହୋଇଗଲାଣି ଓ ମୁଁ ଅନ୍ଧ ହୋଇଯାଉଛି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମୋହର ହୃଦୟ ଧୁକ୍‍ଧୁକ୍‍ କରୁଅଛି, ମୋହର ବଳ କ୍ଷୀଣ ହେଉଅଛି; ମୋହର ଚକ୍ଷୁର ତେଜ ମଧ୍ୟ ମୋʼ ଠାରୁ ଗଲାଣି।
Odia IRV 2017 (ଓଡିଆ ବାଇବେଲ)
ମୋହର ହୃଦୟ ଧୁକ୍‍ଧୁକ୍‍ କରୁଅଛି, ମୋହର ବଳ କ୍ଷୀଣ ହେଉଅଛି; ମୋହର ଚକ୍ଷୁର ତେଜ ମଧ୍ୟ ମୋ’ଠାରୁ ଗଲାଣି।