Psalms 41:12 — Compare Translations
5 translations compared side by side
Odia - 1840
"ମୁଁ ନିରପରାଧ ଥିଲି। ତୁମ୍ଭେ ମାେତେ ସାହାୟ୍ଯ କରିଲ। ତୁମ୍ଭେ ମାେତେ ଛିଡ଼ା ହବୋକୁ ସୁଯୋଗ ଦଇେ ତୁମ୍ଭର ଚିରଦିନ ସବୋ କରିବାକୁ ସୁଯୋଗ ଦଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତୁମ୍ଭେ ମୋʼ ସରଳତାରେ ମୋତେ ଧରି ରଖୁଅଛ ।
Odia Bible ERV 2004 (ପବିତ୍ର ବାଇବଲ)
ମୁଁ ନିରପରାଧ ଥିଲି। ତୁମ୍ଭେ ମୋତେ ସାହାଯ୍ୟ କରିଲ। ତୁମ୍ଭେ ମୋତେ ଛିଡ଼ା ହେବାକୁ ସୁଯୋଗ ଦେଇ ତୁମ୍ଭର ଚିରଦିନ ସେବା କରିବାକୁ ସୁଯୋଗ ଦେଲ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତୁମ୍ଭେ ମୋʼ ସରଳତାରେ ମୋତେ ଧରି ରଖୁଅଛ।
Odia IRV 2017 (ଓଡିଆ ବାଇବେଲ)
ତୁମ୍ଭେ ମୋ’ ସରଳତାରେ ମୋତେ ଧରି ରଖୁଅଛ।