Psalms 44:15 — Compare Translations
5 translations compared side by side
Odia - 1840
"ଲଜ୍ଜାରେ ମୁଁ ଢ଼ାଙ୍କି ହାଇୟୋଇଛି। ସାରାଦିନ ମୁଁ ସହେି ତିରସ୍କାର ଦେଖୁଛି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତିରସ୍କାରକାରୀର ଓ ନିନ୍ଦକର ସ୍ଵର ସକାଶୁ, ପୁଣି ଶତ୍ରୁ ଓ ପ୍ରତିହିଂସକ ସକାଶୁ,
Odia Bible ERV 2004 (ପବିତ୍ର ବାଇବଲ)
ଲଜ୍ଜାରେ ମୁଁ ଢାଙ୍କି ହୋଇଯାଇଛି। ସାରାଦିନ ମୁଁ ସେହି ତିରସ୍କାର ଦେଖୁଛି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତିରସ୍କାରକାରୀର ଓ ନିନ୍ଦକର ସ୍ୱର ସକାଶୁ, ପୁଣି, ଶତ୍ରୁ ଓ ପ୍ରତିହିଂସକ ସକାଶୁ,
Odia IRV 2017 (ଓଡିଆ ବାଇବେଲ)
ତିରସ୍କାରକାରୀର ଓ ନିନ୍ଦକର ସ୍ୱର ସକାଶୁ, ପୁଣି, ଶତ୍ରୁ ଓ ପ୍ରତିହିଂସକ ସକାଶୁ,