Psalms 51:2 — Compare Translations
5 translations compared side by side
Odia - 1840
"ମାେ ସବୁ ପାପ ଧୋଇ ଦିଅ, ଏବଂ ପୁଣି ମାେତେ ପବିତ୍ର କର।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମୋʼ ଅପରାଧରୁ ମୋତେ ସମ୍ପୂର୍ଣ୍ଣ ପ୍ରକ୍ଷାଳନ କର ଓ ମୋʼ ପାପରୁ ମୋତେ ଶୁଚି କର ।
Odia Bible ERV 2004 (ପବିତ୍ର ବାଇବଲ)
ମୋ’ ସବୁ ପାପ ଧୋଇ ଦିଅ, ଏବଂ ପୁଣି ମୋତେ ପବିତ୍ର କର।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମୋʼ ଅପରାଧରୁ ମୋତେ ସମ୍ପୂର୍ଣ୍ଣ ପ୍ରକ୍ଷାଳନ କର ଓ ମୋʼ ପାପରୁ ମୋତେ ଶୁଚି କର।
Odia IRV 2017 (ଓଡିଆ ବାଇବେଲ)
ମୋ’ ଅପରାଧରୁ ମୋତେ ସମ୍ପୂର୍ଣ୍ଣ ପ୍ରକ୍ଷାଳନ କର ଓ ମୋ’ ପାପରୁ ମୋତେ ଶୁଚି କର।