Psalms 56:7 — Compare Translations
5 translations compared side by side
Odia - 1840
"କାରଣ ସମାନଙ୍କେର ଅଧର୍ମ ପାଇଁ, ସମାନଙ୍କେୁ ପଳାଇ ୟିବାକୁ ଦିଅ ନାହିଁ। ପରମେଶ୍ବର!ତୁମ୍ଭ କୋର୍ଧରେ ସହେି ଜାତିଗଣକୁ ନିମ୍ନ ଆଡ଼କୁ ନଇେଆସ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେମାନେ କʼଣ ଅଧର୍ମ ଦ୍ଵାରା ରକ୍ଷା ପାଇବେ? ହେ ପରମେଶ୍ଵର, କ୍ରୋଧରେ ଗୋଷ୍ଠୀୟମାନଙ୍କୁ ନିପାତ କର ।
Odia Bible ERV 2004 (ପବିତ୍ର ବାଇବଲ)
କାରଣ ସେମାନଙ୍କର ଅଧର୍ମ ପାଇଁ, ସେମାନଙ୍କୁ ପଳାଇ ଯିବାକୁ ଦିଅ ନାହିଁ। ପରମେଶ୍ୱର! ତୁମ୍ଭ କ୍ରୋଧରେ ସେହି ଜାତିଗଣକୁ ନିମ୍ନ ଆଡ଼କୁ ନେଇଆସ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେମାନେ କʼଣ ଅଧର୍ମ ଦ୍ୱାରା ରକ୍ଷା ପାଇବେ? ହେ ପରମେଶ୍ୱର, କ୍ରୋଧରେ ଗୋଷ୍ଠୀୟମାନଙ୍କୁ ନିପାତ କର।
Odia IRV 2017 (ଓଡିଆ ବାଇବେଲ)
ସେମାନେ କ’ଣ ଅଧର୍ମ ଦ୍ୱାରା ରକ୍ଷା ପାଇବେ? ହେ ପରମେଶ୍ୱର, କ୍ରୋଧରେ ଗୋଷ୍ଠୀୟମାନଙ୍କୁ ନିପାତ କର।
Recommended Reading