Psalms 68:15 — Compare Translations
5 translations compared side by side
Odia - 1840
"ବାଶନ ପର୍ବତ ମହାନ ପର୍ବତ ଅଟେ, ୟାହାର ବୃହତ ଶୃଙ୍ଗ ଅଛି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ବାଶନ୍ର ପର୍ବତ ପରମେଶ୍ଵରଙ୍କ ପର୍ବତ; ବାଶନ୍ର ପର୍ବତ ଏକ ଉଚ୍ଚ ପର୍ବତ ।
Odia Bible ERV 2004 (ପବିତ୍ର ବାଇବଲ)
ବାଶନ ପର୍ବତ ମହାନ ପର୍ବତ ଅଟେ, ଯାହାର ବୃହତ ଶୃଙ୍ଗ ଅଛି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ବାଶନର ପର୍ବତ ପରମେଶ୍ୱରଙ୍କ ପର୍ବତ; ବାଶନର ପର୍ବତ ଏକ ଉଚ୍ଚ ପର୍ବତ।
Odia IRV 2017 (ଓଡିଆ ବାଇବେଲ)
ବାଶନର ପର୍ବତ ପରମେଶ୍ୱରଙ୍କ ପର୍ବତ; ବାଶନର ପର୍ବତ ଏକ ଉଚ୍ଚ ପର୍ବତ।