Psalms 71:19 — Compare Translations

5 translations compared side by side

Odia - 1840
"ହେ ପରମେଶ୍ବର, ତୁମ୍ଭର ଧର୍ମ ବହୁତ ଉଚ୍ଚ। ହେ ପରମେଶ୍ବର, ତୁମପରି ଆଉ କହେି ପରମେଶ୍ବର ନାହିଁ। ତୁମ୍ଭେ ଅନକେ ଆଶ୍ଚର୍ୟ୍ଯ କର୍ମମାନ କର।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ହେ ପରମେଶ୍ଵର, ମହତ କାର୍ଯ୍ୟମାନ ସାଧନ କରିଅଛ ଯେ ତୁମ୍ଭେ, ତୁମ୍ଭର ଧର୍ମ ଅତି ଉଚ୍ଚ; ହେ ପରମେଶ୍ଵର, ତୁମ୍ଭ ତୁଲ୍ୟ କିଏ ଅଛି?
Odia Bible ERV 2004 (ପବିତ୍ର ବାଇବଲ)
ହେ ପରମେଶ୍ୱର, ତୁମ୍ଭର ଧର୍ମ ବହୁତ ଉଚ୍ଚ। ହେ ପରମେଶ୍ୱର, ତୁମପରି ଆଉ କେହି ପରମେଶ୍ୱର ନାହିଁ। ତୁମ୍ଭେ ଅନେକ ଆଶ୍ଚର୍ଯ୍ୟ କର୍ମମାନ କର।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ହେ ପରମେଶ୍ୱର, ମହତ କାର୍ଯ୍ୟମାନ ସାଧନ କରିଅଛ ଯେ ତୁମ୍ଭେ, ତୁମ୍ଭର ଧର୍ମ ଅତି ଉଚ୍ଚ; ହେ ପରମେଶ୍ୱର, ତୁମ୍ଭ ତୁଲ୍ୟ କିଏ ଅଛି?
Odia IRV 2017 (ଓଡିଆ ବାଇବେଲ)
ହେ ପରମେଶ୍ୱର, ମହତ କାର୍ଯ୍ୟମାନ ସାଧନ କରିଅଛ ଯେ ତୁମ୍ଭେ, ତୁମ୍ଭର ଧର୍ମ ଅତି ଉଚ୍ଚ; ହେ ପରମେଶ୍ୱର, ତୁମ୍ଭ ତୁଲ୍ୟ କିଏ ଅଛି?