Psalms 78:61 — Compare Translations
5 translations compared side by side
Odia - 1840
"ସେ ତାଙ୍କର ଶକ୍ତିର ପ୍ରତୀକକୁ କରାଯତ୍ତ କରିବା ପାଇଁ ଦେଲେ। ସେ ତାଙ୍କର ଗୌରବର ପ୍ରତୀକକୁ ଶତ୍ରୁମାନଙ୍କ ଦ୍ବାରା ନଇଗେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ସେ ବନ୍ଦୀତ୍ଵରେ ଆପଣା ପରାକ୍ରମ ଓ ବିପକ୍ଷ ହସ୍ତରେ ଆପଣା ଗୌରବ ସମର୍ପଣ କଲେ ।
Odia Bible ERV 2004 (ପବିତ୍ର ବାଇବଲ)
ସେ ତାଙ୍କର ଶକ୍ତିର ପ୍ରତୀକକୁ କରାୟତ୍ତ କରିବା ପାଇଁ ଦେଲେ। ସେ ତାଙ୍କର “ଗୌରବର ପ୍ରତୀକକୁ” ଶତ୍ରୁମାନଙ୍କ ଦ୍ୱାରା ନେଇଗଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ସେ ବନ୍ଦୀତ୍ୱରେ ଆପଣା ପରାକ୍ରମ ଓ ବିପକ୍ଷ ହସ୍ତରେ ଆପଣା ଗୌରବ ସମର୍ପଣ କଲେ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ସେ ବନ୍ଦୀତ୍ୱରେ ଆପଣା ପରାକ୍ରମ ଓ ବିପକ୍ଷ ହସ୍ତରେ ଆପଣା ଗୌରବ ସମର୍ପଣ କଲେ।