Revelation 1:13 — Compare Translations
7 translations compared side by side
Odia - 1840
"ସହେି ସାତାଟେି ସୁନାର ଦୀପରୁଖା ମଝି ରେ: ମନୁଷ୍ଯ ପୁତ୍ରଙ୍କ ପରି ଜଣେ ଠିଆ ହାଇେଛନ୍ତି। ସେ ଗୋଟିଏ ଲମ୍ବା ପୋଷାକ ପିନ୍ଧିଥିଲେ। ସେ ତାହାଙ୍କ ଛାତି ରେ ଗୋଟିଏ ସୁନାର ପଟୁକା ପିନ୍ଧିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ସେହି ପ୍ରଦୀପଗୁଡ଼ିକର ମଧ୍ୟସ୍ଥଳରେ ମନୁଷ୍ୟପୁତ୍ରଙ୍କର ସଦୃଶ ଜଣେ ବ୍ୟକ୍ତି; ସେ ପାଦ ପର୍ଯ୍ୟନ୍ତ ବସ୍ତ୍ରରେ ଆଚ୍ଛାଦିତ ଓ ବକ୍ଷସ୍ଥଳରେ ସୁବର୍ଣ୍ଣ ପଟୁକା ଦ୍ଵାରା ବେଷ୍ଟିତ;
Odia BSI (ପବିତ୍ର ବାଇବଲ (CL) NT (BSI))
ଓ ତନ୍ମଧ୍ୟରେ ମନୁଷ୍ୟପୁତ୍ର ସଦୃଶ ଜଣେ। ତାଙ୍କ ପୋଷାକ ଆପାଦଲମ୍ବିତ ଏବଂ ତାଙ୍କ ବକ୍ଷ ସ୍ଥଳକୁ ବେଷ୍ଟନ କରିଥିଲା ଗୋଟିଏ ସୁବର୍ଣ୍ଣ ବନ୍ଧନୀ।
Odia Bible ERV 2004 (ପବିତ୍ର ବାଇବଲ)
ସେହି ସାତୋଟି ସୁନାର ଦୀପରୂଖା ମଝିରେ: “ମନୁଷ୍ୟପୁତ୍ରଙ୍କ ପରି” ଜଣେ ଠିଆ ହୋଇଛନ୍ତି। ସେ ଗୋଟିଏ ଲମ୍ବା ପୋଷାକ ପିନ୍ଧିଥିଲେ। ସେ ତାହାଙ୍କ ଛାତିରେ ଗୋଟିଏ ସୁନାର ପଟୁକା ପିନ୍ଧିଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ସେହି ପ୍ରଦୀପଗୁଡ଼ିକର ମଧ୍ୟସ୍ଥଳରେ ମନୁଷ୍ୟପୁତ୍ରଙ୍କ ସଦୃଶ ଜଣେ ବ୍ୟକ୍ତି; ସେ ପାଦ ପର୍ଯ୍ୟନ୍ତ ବସ୍ତ୍ରରେ ଆଚ୍ଛାଦିତ ଓ ବକ୍ଷସ୍ଥଳରେ ସୁବର୍ଣ୍ଣ ପଟୁକା ଦ୍ୱାରା ବେଷ୍ଟିତ;
Odia IRV 2017 (ଓଡିଆ ବାଇବେଲ)
ପୁଣି, ସେହି ପ୍ରଦୀପଗୁଡ଼ିକର ମଧ୍ୟସ୍ଥଳରେ ମନୁଷ୍ୟପୁତ୍ରଙ୍କ ସଦୃଶ ଜଣେ ବ୍ୟକ୍ତି; ସେ ପାଦ ପର୍ଯ୍ୟନ୍ତ ବସ୍ତ୍ରରେ ଆଚ୍ଛାଦିତ ଓ ବକ୍ଷସ୍ଥଳରେ ସୁବର୍ଣ୍ଣ ପଟୁକା ଦ୍ୱାରା ବେଷ୍ଟିତ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಪರತಲ್ಲ್ಯಾ ತನ್ನಾ ಸಾತ್ ದಿವೆ ಥವ್ತಲೆ ಖಾಂಬೆ ಅನಿ ತೆಂಚ್ಯಾ ಮದ್ದಿ ಮಾನ್ಸಾಚ್ಯಾ ಸರ್ಕೊ ಎಕ್ಲೊ ಹೊತ್ತೊ. ತೆನಿ ಅಪ್ನಾಚ್ಯಾ ಪಾಂಯಾಕ್ನಿ ಜಾವ್ನ್ ಲಾಗಿ ಸರ್ಕೊ ಲಾಂಬ್ಲೊ ಝಗೊ ನೆಸಲ್ಲ್ಯಾನ್, ಅನಿ ತೆಚ್ಯಾ ಹಿರ್ದ್ಯಾರ್ ಎಕ್ ಸೊನ್ಯಾಚೊ ಪಟ್ಟೊ ಹೊತ್ತೊ.