Revelation 11:1 — Compare Translations

7 translations compared side by side

Odia - 1840
"ତା'ପରେ ମାେତେ ବୁଲାବାଡ଼ି ଲମ୍ବର ଗୋଟିଏ ମାପଦଣ୍ଡ ଦିଆଗଲା। ମାେତେ କୁହାଗଲା, ଯାଅ ପରମେଶ୍ବରଙ୍କର ମନ୍ଦିର, ବଦେୀକୁ ମାପ, ଏବଂ ସଠାେରେ ଉପାସନା କରୁଥିବା ଲୋକମାନଙ୍କର ସଂଖ୍ଯା ଗଣନା କର।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପରେ ମୋତେ ପଦିକା ପରି ଗୋଟିଏ ନଳ ଦତ୍ତ ହେଲା । ଜଣେ ମୋତେ କହିଲେ, ଉଠ, ଈଶ୍ଵରଙ୍କ ମନ୍ଦିର, ବେଦି ଓ ଯେଉଁମାନେ ସେଥିରେ ପୂଜା କରନ୍ତି, ସେମାନଙ୍କୁ ମାପ ।
Odia BSI (ପବିତ୍ର ବାଇବଲ (CL) NT (BSI))
ତାହାପରେ କେହି ଜଣେ ମାପକାଠି ପରି ଖଣ୍ଡିଏ ଯଷ୍ଟି ମୋତେ ଦେଇ କହିଲେ, “ଯାଅ ଈଶ୍ୱରଙ୍କ ମନ୍ଦିର ଓ ବେଦୀ ମାପ କର ଏବଂ ମନ୍ଦିରରେ ଉପାସକମାନଙ୍କର ସଂଖ୍ୟା ଗଣନା କର।
Odia Bible ERV 2004 (ପବିତ୍ର ବାଇବଲ)
ଦୁଇଜଣ ସାକ୍ଷୀ ତା’ପରେ ମୋତେ ବୁଲାବାଡ଼ି ଲମ୍ବର ଗୋଟିଏ ମାପଦଣ୍ଡ ଦିଆଗଲା। ମୋତେ କୁହାଗଲା, “ଯାଅ ପରମେଶ୍ୱରଙ୍କର ମନ୍ଦିର, ବେଦୀକୁ ମାପ, ଏବଂ ସେଠାରେ ଉପାସନା କରୁଥିବା ଲୋକମାନଙ୍କର ସଂଖ୍ୟା ଗଣନା କର।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପରେ ମୋତେ ମାପକାଠି ପରି ଗୋଟିଏ ନଳ ଦିଆ ହେଲା। ଜଣେ ମୋତେ କହିଲେ, ଉଠ, ଈଶ୍ବରଙ୍କ ମନ୍ଦିର, ବେଦି ଓ ଯେଉଁମାନେ ସେଥିରେ ପୂଜା କରନ୍ତି, ସେମାନଙ୍କୁ ମାପ।
Odia IRV 2017 (ଓଡିଆ ବାଇବେଲ)
ପରେ ମୋତେ ମାପକାଠି ପରି ଗୋଟିଏ ନଳ ଦିଆ ହେଲା। ଜଣେ ମୋତେ କହିଲେ, ଉଠ, ଈଶ୍ୱରଙ୍କ ମନ୍ଦିର, ବେଦି ଓ ଯେଉଁମାନେ ସେଥିରେ ପୂଜା କରନ୍ତି, ସେମାନଙ୍କୁ ମାପ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಾನಾ ಮಾಕಾ ಎಕ್ ಖಾಟಿ ದಿಲ್ಯಾನಿ ತಿ ಎಕ್ ಮಾಪ್ ಘೆತಲ್ಯಾ ಖಾಟಿ ಸರ್ಕಿ ಖಾಟಿ ಹೊತ್ತಿ, ಅನಿ ಮಾಕಾ, “ಜಾ ಅನಿ ದೆವಾಚಿ ಗುಡಿ ಆಲ್ತಾರ್ ಮಾಪ್, ಅನಿ ದೆವಾಚ್ಯಾ ಗುಡಿತ್ ಆರಾದನ್ ಕರ್ತಲಿ ಲೊಕಾ ಮೆಜ್.