Revelation 13:9 — Compare Translations

7 translations compared side by side

Odia - 1840
"ଯାହାର ଶୁଣିବା ନିମନ୍ତେ କାନ ଅଛି, ସେ ଏହାକୁ ଶୁଣିବା ଉଚିତ୍।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯାହାର କର୍ଣ୍ଣ ଅଛି, ସେ ଶୁଣୁ ।
Odia BSI (ପବିତ୍ର ବାଇବଲ (CL) NT (BSI))
“ଶୁଣିବାକୁ କାନ ଥିଲେ, ଶୁଣ: ଈଶ୍ୱରଙ୍କ ଅଭିମତ ଅନୁଯାୟୀ ଯେ ବନ୍ଦୀ ହେବାର ଅଛି, ସେ ନିଶ୍ଚୟ ବନ୍ଦୀ ହେବ। ଯେ ଅନ୍ୟକୁ ଖଡ଼୍ଗରେ ବଧ କରେ, ସେ ନିଜେ ଖଡ଼୍ଗ ଦ୍ୱାରା ହିଁ ନିହତ ହେବ। ଈଶ୍ୱରଙ୍କ ଲୋକମାନଙ୍କ ପାଇଁ ଧୈର୍ଯ୍ୟ ଓ ବିଶ୍ୱାସ ଏକାନ୍ତ ଆବଶ୍ୟକ।”
Odia Bible ERV 2004 (ପବିତ୍ର ବାଇବଲ)
ଯାହାର ଶୁଣିବା ନିମନ୍ତେ କାନ ଅଛି, ସେ ଏହାକୁ ଶୁଣିବା ଉଚିତ୍।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯାହାର କର୍ଣ୍ଣ ଅଛି, ସେ ଶୁଣୁ।
Odia IRV 2017 (ଓଡିଆ ବାଇବେଲ)
ଯାହାର କର୍ଣ୍ଣ ଅଛି, ସେ ଶୁଣୁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜೆ ಕೊನಾಕ್ ಕಾನಾ ಹಾತ್ ತೆನಿ ಆಯ್ಕುಂದಿತ್!