Revelation 14:2 — Compare Translations
7 translations compared side by side
Odia - 1840
"ମୁଁ ସ୍ବର୍ଗରୁ ମହାଜଳପ୍ରପାତ ଓ ମହାବଜ୍ରନାଦ ଭଳି ଏକ ଏକ ସ୍ବର ଶୁଣିଲି। ଏହା ବୀଣାବାଦକମାନେ ସମାନଙ୍କେର ବୀଣାବାଦନ କରିବାପରି ମନେ ହେଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ମୁଁ ସ୍ଵର୍ଗରୁ ବହୁଜଳକଲ୍ଲୋଳ ଓ ମହାବଜ୍ରନାଦ ତୁଲ୍ୟ ଗୋଟିଏ ସ୍ଵର ଶୁଣିଲି; ଯେଉଁ ସ୍ଵର ମୁଁ ଶୁଣିଲି; ତାହା ବୀଣାବାଦ୍ୟକାରୀମାନଙ୍କ ବୀଣାର ଶଦ୍ଦ ପରି ।
Odia BSI (ପବିତ୍ର ବାଇବଲ (CL) NT (BSI))
ତା’ପରେ ମୁଁ ଶୁଣିଲି, ଜଳ ପ୍ରପାତ ଓ ବଜ୍ରନାଦ ପରି ସ୍ୱର୍ଗରୁ ଏକ କଣ୍ଠସ୍ୱର। ବାଦ୍ୟକାରମାନେ ବଜାଉ ଥିବା ବୀଣା ଝଙ୍କାର ପରି ମଧ୍ୟ ତାହା ଶୁଣାଯାଉଥିଲା।
Odia Bible ERV 2004 (ପବିତ୍ର ବାଇବଲ)
ମୁଁ ସ୍ୱର୍ଗରୁ ମହାଜଳପ୍ରପାତ ଓ ମହାବଜ୍ରନାଦ ଭଳି ଏକ ଏକ ସ୍ୱର ଶୁଣିଲି। ଏହା ବୀଣାବାଦକମାନେ ସେମାନଙ୍କର ବୀଣାବାଦନ କରିବାପରି ମନେ ହେଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ମୁଁ ସ୍ୱର୍ଗରୁ ବହୁବନ୍ୟାଜଳ ଓ ମହାବଜ୍ରନାଦ ତୁଲ୍ୟ ଗୋଟିଏ ସ୍ୱର ଶୁଣିଲି; ଯେଉଁ ସ୍ୱର ମୁଁ ଶୁଣିଲି, ତାହା ବୀଣାବାଦକମାନଙ୍କ ବୀଣାର ଶଦ୍ଦ ପରି।
Odia IRV 2017 (ଓଡିଆ ବାଇବେଲ)
ପୁଣି, ମୁଁ ସ୍ୱର୍ଗରୁ ବହୁବନ୍ୟାଜଳ ଓ ମହାବଜ୍ରନାଦ ତୁଲ୍ୟ ଗୋଟିଏ ସ୍ୱର ଶୁଣିଲି; ଯେଉଁ ସ୍ୱର ମୁଁ ଶୁଣିଲି, ତାହା ବୀଣାବାଦକମାନଙ୍କ ବୀଣାର ଶଦ୍ଦ ପରି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ಮಿಯಾ ಸರ್ಗಾ ವೈನಾ ಎಕ್ ಅವಾಜ್ ಆಯಿಕ್ಲೊ ತೊ ಅವಾಜಾ ದಬ್ದಬ್ಯಾಚ್ಯಾ ಸರ್ಕೊ ಹೊತ್ತೊ, ಮೊಟ್ಯಾ ಗುಡ್ಗುಡ್ಯಾಚ್ಯಾ ಸರ್ಕೊ ತೊ ಅವಾಜ್ ಹೊತ್ತೊ. ತೊ ಅವಾಜ್ ವಾಜ್ವುತಲ್ಯಾನಿ ಅಪ್ನಾಚಿ ಹಾರ್ಪ್ ಮನ್ತಲಿ ವಾಜಾಪಾ ವಾಜ್ವುಲ್ಯಾ ಸರ್ಕೊ ಹೊತ್ತೊ.