Revelation 16:20 — Compare Translations

7 translations compared side by side

Odia - 1840
"ପ୍ରେତ୍ୟକକ ଦ୍ବୀପ ଉଭଇେ ଗଲା ଓ ସଠାେରେ ଗୋଟିଏ ହେଲେ ପର୍ବତ ରହିଲା ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ପ୍ରତ୍ୟେକ ଦ୍ଵୀପ ଦୂରୀଭୂତ ହେଲା ଓ ପର୍ବତଗଣ ଆଉ ଦେଖାଗଲେ ନାହିଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଦ୍ୱୀପ ସବୁ ଅଦୃଶ୍ୟ ହୋଇଗଲେ, ଗିରି ପର୍ବତ ସକଳ ଉଭେଇ ଗଲେ।
Odia Bible ERV 2004 (ପବିତ୍ର ବାଇବଲ)
ପ୍ରତ୍ୟେକ ଦ୍ୱୀପ ଉଭେଇ ଗଲା ଓ ସେଠାରେ ଗୋଟିଏ ହେଲେ ପର୍ବତ ରହିଲା ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ପ୍ରତ୍ୟେକ ଦ୍ୱୀପ ଦୂରୀଭୂତ ହେଲା ଓ ପର୍ବତଗଣ ଆଉ ଦେଖାଗଲେ ନାହିଁ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ପ୍ରତ୍ୟେକ ଦ୍ୱୀପ ଦୂରୀଭୂତ ହେଲା ଓ ପର୍ବତଗଣ ଆଉ ଦେଖାଗଲେ ନାହିଁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಸಗ್ಳಿ ದ್ವಿಪಾ ನಾಪತ್ತೊ ಹೊಲಿ ಅನಿ ಸಗ್ಳ್ಯಾ ಮಡ್ಡಿಯಾ ದಿಸಿನಸಿ ಸರ್ಕ್ಯಾ ಹೊವ್ನ್ ಗೆಲ್ಯಾ.