Revelation 17:9 — Compare Translations
7 translations compared side by side
Odia - 1840
"ଏହାକୁ ବୁଝିବା ପାଇଁ ଜ୍ଞାନୟୁକ୍ତ ମନ ଆବଶ୍ଯକ। ଏହି ପଶୁର ସାତାଟେିମସ୍ତକ ହେଉଛି ସାତାଟେି ପର୍ବତ, ଯାହା ଉପରେ ସେ ବ ସେ। ତାହା ସାତଜଣ ରାଜାଙ୍କୁ ମଧ୍ଯ ବୁଝାଏ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏହି ସ୍ଥଳରେ ବୁଦ୍ଧିବିଶିଷ୍ଟ ମନ ଆବଶ୍ୟକ । ସେହି ସପ୍ତ ମସ୍ତକ ସପ୍ତ ପର୍ବତକୁ ବୁଝାଏ, ଏହି ସପ୍ତ ପର୍ବତ ଉପରେ ସ୍ତ୍ରୀଲୋକ ଉପବିଷ୍ଟା;
Odia BSI (ପବିତ୍ର ବାଇବଲ (CL) NT (BSI))
“ଏହି ସବୁ ବିଷୟ ବୁଝିବା ପାଇଁ ପ୍ରଜ୍ଞା ଆବଶ୍ୟକ। ପଶୁର ସାତଟି ମସ୍ତକ ବାସ୍ତବିକ ସାତଟି ପର୍ବତ, ଯାହା ଉପରେ ସ୍ତ୍ରୀ ଲୋକଟି ଉପବିଷ୍ଟ। ସେଗୁଡ଼ିକ ମଧ୍ୟ ସାତଟି ରାଜାଙ୍କ ପ୍ରତୀକ।
Odia Bible ERV 2004 (ପବିତ୍ର ବାଇବଲ)
“ଏହାକୁ ବୁଝିବା ପାଇଁ ଜ୍ଞାନଯୁକ୍ତ ମନ ଆବଶ୍ୟକ। ଏହି ପଶୁର ସାତୋଟିମସ୍ତକ ହେଉଛି ସାତୋଟି ପର୍ବତ, ଯାହା ଉପରେ ସେ ବସେ। ତାହା ସାତ ଜଣ ରାଜାଙ୍କୁ ମଧ୍ୟ ବୁଝାଏ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏହି ସ୍ଥଳରେ ବୁଦ୍ଧିବିଶିଷ୍ଟ ମନ ଆବଶ୍ୟକ। ସେହି ସପ୍ତ ମସ୍ତକ ସପ୍ତ ପର୍ବତକୁ ବୁଝାଏ, ଏହି ସପ୍ତ ପର୍ବତ ଉପରେ ସ୍ତ୍ରୀଲୋକ ଉପବିଷ୍ଟା;
Odia IRV 2017 (ଓଡିଆ ବାଇବେଲ)
ଏହି ସ୍ଥଳରେ ବୁଦ୍ଧିବିଶିଷ୍ଟ ମନ ଆବଶ୍ୟକ । ସେହି ସପ୍ତ ମସ୍ତକ ସପ୍ତ ପର୍ବତକୁ ବୁଝାଏ, ଏହି ସପ୍ତ ପର୍ବତ ଉପରେ ସ୍ତ୍ରୀଲୋକ ଉପବିଷ୍ଟା;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಹೆ ಅರ್ತ್ ಕರುನ್ ಘೆವ್ಕ್ ಉಲ್ಲೆ ಶಾನ್ಪಾನಾನ್ ಅನಿ ಬುದ್ದ್ ಅಸಲ್ಲೆ ಹೊವ್ಕ್ ಪಾಜೆ. ಸಾತ್ ಟಕ್ಲಿ ಮಟ್ಲ್ಯಾರ್ ತಿ ಬಾಯ್ಕೊಮನುಸ್ ಬಸ್ತಲ್ಯಾ ಸಾತ್ ಮಡ್ಡಿಯಾ ಅನಿ ಸಾತ್ ರಾಜಾ,