Revelation 18:11 — Compare Translations
7 translations compared side by side
Odia - 1840
"ଏହି ଜଗତର ବ୍ଯବସାଯୀମାନେ ତା'ପାଇଁ ବିଳାପ ଓ ଦୁଃଖ କରିବେ। ସମାନେେ ଦୁଃଖ ଅନୁଭବ କରିବେ, କାରଣ ସମାନଙ୍କେର ବାଣିଜ୍ଯଦ୍ରବ୍ଯ ଏହାପରେ କହେି କିଣିବେ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ପୃଥିବୀର ବଣିକମାନେ ତାହା ନିମନ୍ତେ କ୍ରନ୍ଦନ ଓ ଶୋକ କରିବେ, କାରଣ କେହି ସେମାନଙ୍କ ବାଣିଜ୍ୟଦ୍ରବ୍ୟ ଆଉ କ୍ରୟ କରିବ ନାହିଁ, ଯଥା,
Odia BSI (ପବିତ୍ର ବାଇବଲ (CL) NT (BSI))
ପୁଣି ପୃଥିବୀର ବ୍ୟବସାୟୀମାନେ ତା’ ପାଇଁ ଶୋକ କରିବେ, କାରଣ ଆଉ କେହି ସେମାନଙ୍କର ପଣ୍ୟଦ୍ରବ୍ୟ କିଣିବେ ନାହିଁ। ସେମାନଙ୍କର ସୁବର୍ଣ୍ଣ, ରୌପ୍ୟ, ମଣି, ମୁକ୍ତା, ସେମାନଙ୍କର ସୂକ୍ଷ୍ମ କାର୍ପାସ ବସ୍ତ୍ର, କୃଷ୍ଣ ଲୋହିତ ବର୍ଣ୍ଣ ପଟ୍ଟବସ୍ତ୍ର ଓ ସିନ୍ଦୁର ବର୍ଣ୍ଣ ବସ୍ତ୍ର ର୍; ସମସ୍ତ ପ୍ରକାର ଦୁର୍ଲଭ କାଷ୍ଠ; ହସ୍ତୀଦନ୍ତ ଓ ମୂଲ୍ୟବାନ କାଷ୍ଠନିର୍ମିତ ପଦାର୍ଥ; ପିତ୍ତଳ, ଲୌହ ଓ ମର୍ମର ପ୍ରସ୍ତରନିର୍ମିତ ବସ୍ତୁ; ଦାରୁଚିନି ଓ ଅନ୍ୟାନ୍ୟ ମସଲା ଦ୍ରବ୍ୟ; ଧୂପ, ସୁଗନ୍ଧି ଲେପ୍ୟ ଦ୍ରବ୍ୟ, କୁନ୍ଦୁରୁ, ମଦ୍ୟ, ତୈଳ, ମଇଦା, ଗହମ, ଗୋରୁ, ମେଷ, ଅଶ୍ୱ, ରଥ, ଏପରି କି କ୍ରୀତଦାସ ତଥା ଆତ୍ମାବିଶିଷ୍ଟ ମନୁଷ୍ୟମାନଙ୍କୁ ମଧ୍ୟ କିଣିବା ପାଇଁ କେହି କ୍ରେତା ବାହାରିବେ ନାହିଁ।
Odia Bible ERV 2004 (ପବିତ୍ର ବାଇବଲ)
“ଏହି ଜଗତର ବ୍ୟବସାୟୀମାନେ ତା’ ପାଇଁ ବିଳାପ ଓ ଦୁଃଖ କରିବେ। ସେମାନେ ଦୁଃଖ ଅନୁଭବ କରିବେ, କାରଣ ସେମାନଙ୍କର ବାଣିଜ୍ୟଦ୍ରବ୍ୟ ଏହା ପରେ କେହି କିଣିବେ ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
“ଆଉ ପୃଥିବୀର ବଣିକମାନେ ତାହା ନିମନ୍ତେ କ୍ରନ୍ଦନ ଓ ଶୋକ କରିବେ, କାରଣ କେହି ସେମାନଙ୍କ ବାଣିଜ୍ୟ-ଦ୍ରବ୍ୟ ଆଉ କ୍ରୟ କରିବ ନାହିଁ,
Odia IRV 2017 (ଓଡିଆ ବାଇବେଲ)
ଆଉ ପୃଥିବୀର ବଣିକମାନେ ତାହା ନିମନ୍ତେ କ୍ରନ୍ଦନ ଓ ଶୋକ କରିବେ, କାରଣ କେହି ସେମାନଙ୍କ ବାଣିଜ୍ୟଦ୍ରବ୍ୟ ଆଉ କ୍ରୟ କରିବ ନାହିଁ ଯଥା,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜಗಾತ್ಲಿ ಯಾಪಾರ್ ಕರ್ತಲಿ ಲೊಕಾ ಸೈತ್ ತಿಚೆಸಾಟ್ನಿ ರಡ್ತ್ಯಾತ್ ಅನಿ ತರಾಸ್ ಕರುನ್ ಘೆತ್ಯಾತ್, ಕಶ್ಯಾಕ್ ಮಟ್ಲ್ಯಾರ್ ಅನಿಫಿಡೆ ತೆಂಚಿ ಸಾಮಾನಾ ಕೊನ್ಬಿ ಇಕಾತ್ ಘೆಯ್ನ್ಯಾತ್;