Revelation 18:24 — Compare Translations
7 translations compared side by side
Odia - 1840
"ସେ (ବାବିଲ) ଭବିଷ୍ଯଦ୍ ବକ୍ତାମାନଙ୍କର ଓ ପରମେଶ୍ବରଙ୍କର ପବିତ୍ର ଲୋକମାନଙ୍କର ଏବଂ ପୃଥିବୀ ରେ ମାରି ଦିଆଯାଇ ଥିବା ସମସ୍ତ ଲୋକଙ୍କ ପାଇଁ ଦାଯୀ ଅଟେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ଭାବବାଦୀମାନଙ୍କର, ସାଧୁମାନଙ୍କର ଓ ପୃଥିବୀରେ ହତ ହୋଇଥିବା ସମସ୍ତଙ୍କର ରକ୍ତ ତାହା ମଧ୍ୟରେ ଦେଖାଯାଇଥିଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
ପୁଣି ଏହି ନଗରୀରେ ପୃଥିବୀର ଅନେକ ଭାବବାଦୀ ଓ ସାଧୁମାନଙ୍କର ରକ୍ତପାତ ହୋଇଥିଲା। ଏହିସବୁ ପାପ ଲାଗି ସେ ସମୁଚିତ ଦଣ୍ଡ ପାଇଛି।
Odia Bible ERV 2004 (ପବିତ୍ର ବାଇବଲ)
ସେ (ବାବିଲ) ଭବିଷ୍ୟଦ୍ବକ୍ତାମାନଙ୍କର ଓ ପରମେଶ୍ୱରଙ୍କର ପବିତ୍ର ଲୋକମାନଙ୍କର ଏବଂ ପୃଥିବୀରେ ମାରି ଦିଆଯାଇ ଥିବା ସମସ୍ତ ଲୋକଙ୍କ ରକ୍ତ ପାଇଁ ଦାୟୀ ଅଟେ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ଭାବବାଦୀମାନଙ୍କର, ସାଧୁମାନଙ୍କର ଓ ପୃଥିବୀରେ ହତ ହୋଇଥିବା ସମସ୍ତଙ୍କର ରକ୍ତ ତାହା ମଧ୍ୟରେ ଦେଖାଯାଇଥିଲା।”
Odia IRV 2017 (ଓଡିଆ ବାଇବେଲ)
ପୁଣି, ଭାବବାଦୀମାନଙ୍କର, ସାଧୁମାନଙ୍କର ଓ ପୃଥିବୀରେ ହତ ହୋଇଥିବା ସମସ୍ତଙ୍କର ରକ୍ତ ତାହା ମଧ୍ୟରେ ଦେଖାଯାଇଥିଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತ್ಯಾ ಶಾರಾತ್ ಗಾವಲ್ಲ್ಯಾ ದೆವಾಚ್ಯಾ ಲೊಕಾಂಚ್ಯಾ ಅನಿ ಪ್ರವಾದ್ಯಾಂಚ್ಯಾ ರಗ್ತಾಸಾಟ್ನಿ ಅನಿ ಜಗಾತ್ ಜಿವಾನಿ ಮಾರಲ್ಲ್ಯಾ ಸಗ್ಳ್ಯಾಂಚ್ಯಾ ರಗ್ತಾಸಾಟಿ ಬಾಬಿಲೊನಾಕ್ ಶಿಕ್ಷಾ ದಿವ್ನ್ ಹೊಲಿ.