Revelation 2:15 — Compare Translations

7 translations compared side by side

Odia - 1840
"ସହେିପରି ତୁମ୍ଭ ଦଳର କେତକେ ଲୋକମାନେ ନୀକଲାୟତୀୟମାନଙ୍କର ଶିକ୍ଷା ଅନୁସରଣ କରୁଛନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେହିପରି ମଧ୍ୟ ନୀକଲାୟତୀୟ ମତାବଲମ୍ଵୀ କେତେକ ତୁମ୍ଭ ମଧ୍ୟରେ ଅଛନ୍ତି ।
Odia BSI (ପବିତ୍ର ବାଇବଲ (CL) NT (BSI))
ଠିକ୍ ସେହିପରି ନିକଲାଇତୀୟମାନଙ୍କର ମତବାଦକୁ ଅନୁସରଣ କରୁଥିବା ଲୋକମାନେ ତୁମ ମଧ୍ୟରେ ଅଛନ୍ତି।
Odia Bible ERV 2004 (ପବିତ୍ର ବାଇବଲ)
ସେହିପରି ତୁମ୍ଭ ଦଳର କେତେକ ଲୋକମାନେ ନୀକଲାୟତୀୟମାନଙ୍କର ଶିକ୍ଷା ଅନୁସରଣ କରୁଛନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେହିପରି ମଧ୍ୟ ନୀକଲାତୀୟ ମତାବଲମ୍ବୀ କେତେକ ତୁମ୍ଭ ମଧ୍ୟରେ ଅଛନ୍ତି।
Odia IRV 2017 (ଓଡିଆ ବାଇବେଲ)
ସେହିପରି ମଧ୍ୟ ନୀକଲାତୀୟ ମତାବଲମ୍ୱୀ କେତେକ ତୁମ୍ଭ ମଧ୍ୟରେ ଅଛନ୍ତି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಸೆಚ್ ತುಮ್ಚ್ಯಾ ಮದ್ದಿ ನಿಕೊಲಾಚ್ಯಾ ಧರ್ಮಾನ್ ಚಲ್ತಲ್ಯಾ ಲೊಕಾನಿ ಶಿಕ್ವಲ್ಲೆ ಶಿಕುನ್ ತೆಚೆ ಸರ್ಕೆ ಚಲ್ತಲಿ ಲೊಕಾಬಿ ಹಾತ್.