Revelation 20:7 — Compare Translations
7 translations compared side by side
Odia - 1840
"ଏକ ହଜାର ବର୍ଷ ଶଷେ ହବୋପରେ ଶୟତାନକୁ ତା'ର ଗଭୀରତମ ଗହ୍ବରର ବନ୍ଦୀଶାଳାରୁ ମୁକ୍ତି ମିଳିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେହି ସହସ୍ର ବର୍ଷ ଶେଷ ହୁଅନ୍ତେ ଶୟତାନ କାରାଗାରରୁ ମୁକ୍ତ ହେବ;
Odia BSI (ପବିତ୍ର ବାଇବଲ (CL) NT (BSI))
ସହସ୍ର ବର୍ଷ ପୂର୍ଣ୍ଣ ହେବା ପରେ ଶୟତାନକୁ କାରାଗାରରୁ ମୁକ୍ତି ଦିଆଯିବ
Odia Bible ERV 2004 (ପବିତ୍ର ବାଇବଲ)
ଶୟତାନର ପରାଜୟ ଏକ ହଜାର ବର୍ଷ ଶେଷ ହେବାପରେ ଶୟତାନକୁ ତା’ର ଗଭୀରତମ ଗହ୍ୱରର ବନ୍ଦୀଶାଳାରୁ ମୁକ୍ତି ମିଳିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେହି ଏକ ହଜାର ବର୍ଷ ଶେଷ ହୁଅନ୍ତେ ଶୟତାନ କାରାଗାରରୁ ମୁକ୍ତ ହେବ;
Odia IRV 2017 (ଓଡିଆ ବାଇବେଲ)
ସେହି ଏକ ହଜାର ବର୍ଷ ଶେଷ ହୁଅନ୍ତେ ଶୟତାନ କାରାଗାରରୁ ମୁକ୍ତ ହେବ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಹಜಾರ್ ವರ್ಸಾ ಸರಲ್ಲ್ಯಾ ತನ್ನಾ ಸೈತಾನಾಕ್ ತ್ಯೆಚ್ಯಾ ಬಂದಿಖಾನ್ಯಾತ್ನಾ ಸೊಡುನ್ ಹೊತಾ.