Revelation 21:13 — Compare Translations

7 translations compared side by side

Odia - 1840
"ସଠାେରେ ପୂର୍ବ ଦିଗ ରେ ତିନୋଟି ପ୍ରବେଶ ଦ୍ବାରା, ଉତ୍ତର ରେ ତିନୋଟି ପ୍ରବେଶ ଦ୍ବାର, ଦକ୍ଷିଣ ରେ ତିନୋଟି ପ୍ରବେଶ ଦ୍ବାର ଏବଂ ପଶ୍ଚିମ ଦିଗ ରେ ତିନୋଟି ଦ୍ବାର ଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୂର୍ବରେ ତିନି ଦ୍ଵାର, ଉତ୍ତରରେ ତିନି ଦ୍ଵାର, ଦକ୍ଷିଣରେ ତିନି ଦ୍ଵାର ଓ ପଶ୍ଚିମରେ ତିନି ଦ୍ଵାର ।
Odia BSI (ପବିତ୍ର ବାଇବଲ (CL) NT (BSI))
ପ୍ରାଚୀରର ପ୍ରତ୍ୟେକ ପାଶ୍ୱର୍ରେ ତିନୋଟି ଦ୍ୱାର ରହିଥିଲା - ପୂର୍ବରେ ତିନୋଟି, ଦକ୍ଷିଣରେ ତିନୋଟି, ଉତ୍ତରରେ ତିନୋଟି ଓ ପଶ୍ଚିମରେ ତିନୋଟି।
Odia Bible ERV 2004 (ପବିତ୍ର ବାଇବଲ)
ସେଠାରେ ପୂର୍ବ ଦିଗରେ ତିନୋଟି ପ୍ରବେଶ ଦ୍ୱାରା, ଉତ୍ତରରେ ତିନୋଟି ପ୍ରବେଶ ଦ୍ୱାର, ଦକ୍ଷିଣରେ ତିନୋଟି ପ୍ରବେଶ ଦ୍ୱାର ଏବଂ ପଶ୍ଚିମ ଦିଗରେ ତିନୋଟି ଦ୍ୱାର ଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୂର୍ବରେ ତିନି ଦ୍ୱାର, ଉତ୍ତରରେ ତିନି ଦ୍ୱାର, ଦକ୍ଷିଣରେ ତିନି ଦ୍ୱାର ଓ ପଶ୍ଚିମରେ ତିନି ଦ୍ୱାର।
Odia IRV 2017 (ଓଡିଆ ବାଇବେଲ)
ପୂର୍ବରେ ତିନି ଦ୍ୱାର, ଉତ୍ତରରେ ତିନି ଦ୍ୱାର, ଦକ୍ଷିଣରେ ତିନି ଦ୍ୱାର ଓ ପଶ୍ଚିମରେ ତିନି ଦ୍ୱାର ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಹರಿಎಕ್ ದಿಕ್ಕಾಕ್ ತಿನ್ -ತಿನ್ ದಾರಾ ಹೊತ್ತಿ ದಿಸ್ ಉಗಾವ್ತಲ್ಯಾ ದಿಕ್ಕಾಕ್ ತಿನ್, ದಿಸ್ ಬುಡ್ತಲ್ಯಾ ದಿಕ್ಕಾಕ್, ತಿನ್ ಅನಿ ಹಿಕುಲ್ಯಾ-ತಿಕುಲ್ಯಾ ದಿಕ್ಕಾಕ್ನಿ ತಿನ್-ತಿನ್ ದಾರಾ ಹೊತ್ತಿ.