Revelation 21:16 — Compare Translations
7 translations compared side by side
Odia - 1840
"ସହେି ନଗରୀଟି ଚାରିକଣିଆ ଥିଲା। ଏହାର ଲମ୍ବା ଓ ଚଉଡ଼ା ସମାନ। ସହେି ଦୂତ ମାପଦଣ୍ଡ ରେ ନଗରୀକୁ ମାପିଲେ। ନଗରୀର ଲମ୍ବା 12,000 ଷ୍ଟାଡ଼ିଆ, ଚଉଡ଼ା 12,000 ଷ୍ଟାଡ଼ିଆ ଓ ଉଚ୍ଚତା ମଧ୍ଯ 12,000 ଷ୍ଟାଡ଼ିଆ ଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ନଗରୀଟି ଚତୁଷ୍କୋଣ, ତାହାର ଦୈର୍ଘ୍ୟ ଓ ପ୍ରସ୍ଥ ସମାନ; ସେ ସେହି ନଳରେ ନଗରୀକୁ ମାପନ୍ତେ ଦ୍ଵାଦଶ ସହସ୍ର ତୀର ହେଲା; ସେଥିର ଦୈର୍ଘ୍ୟ, ପ୍ରସ୍ଥ ଓ ଉଚ୍ଚତା ସମାନ ।
Odia BSI (ପବିତ୍ର ବାଇବଲ (CL) NT (BSI))
ନଗରୀଟି ବର୍ଗକ୍ଷେତ୍ରାକାର ଥିଲା; ତାହାର ଦୈର୍ଘ୍ୟ ଓ ପ୍ରସ୍ଥ ସମାନ ଥିଲା। ଦୂତ ତାଙ୍କ ମାପମାଠିରେ ନଗରୀ ମାପ କଲେ। ତା’ର ଦୈର୍ଘ୍ୟ ଥିଲା ୨୪୦୦ କିଲୋମିଟର ଏବଂ ପ୍ରସ୍ଥ ଓ ଉଚ୍ଚତା ଦୈର୍ଘ୍ୟ ସଙ୍ଗେ ସମାନ ଥିଲା।
Odia Bible ERV 2004 (ପବିତ୍ର ବାଇବଲ)
ସେହି ନଗରୀଟି ଗ୍ଭରି କୋଣିଆ ଥିଲା। ଏହାର ଲମ୍ବା ଓ ଚଉଡ଼ା ସମାନ। ସେହି ଦୂତ ମାପଦଣ୍ଡରେ ନଗରୀକୁ ମାପିଲେ। ନଗରୀର ଲମ୍ବା 12,000 ଷ୍ଟାଡ଼ିଆ, ଚଉଡ଼ା 12,000 ଷ୍ଟାଡ଼ିଆ ଓ ଉଚ୍ଚତା ମଧ୍ୟ 12,000 ଷ୍ଟାଡ଼ିଆ ଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ନଗରୀଟି ଚାରିକୋଣିଆ, ତାହାର ଦୈର୍ଘ୍ୟ ଓ ପ୍ରସ୍ଥ ସମାନ; ସେ ସେହି ନଳରେ ନଗରୀକୁ ମାପନ୍ତେ ବାର ହଜାର ତୀର ହେଲା; ସେଥିର ଦୈର୍ଘ୍ୟ, ପ୍ରସ୍ଥ ଓ ଉଚ୍ଚତା।
Odia IRV 2017 (ଓଡିଆ ବାଇବେଲ)
ନଗରୀଟି ଚାରିକୋଣିଆ, ତାହାର ଦୈର୍ଘ୍ୟ ଓ ପ୍ରସ୍ଥ ସମାନ; ସେ ସେହି ନଳରେ ନଗରୀକୁ ମାପନ୍ତେ ବାର ହଜାର ତୀର ହେଲା; ସେଥିର ଦୈର୍ଘ୍ୟ, ପ୍ରସ୍ଥ ଓ ଉଚ୍ଚତା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಶಾರ್ ಬರಬ್ಬರ್ ಚೌಕ್ ಹೊತ್ತೆ, ಕವ್ಡೆ ರುಂದ್ ಹೊತ್ತೆ ತವ್ಡೆಚ್ ಲಾಂಬ್ ಹೊತ್ತೆ. ದೆವಾಚ್ಯಾ ದುತಾನ್ ಅಪ್ನಾಕ್ಲ್ಯಾ ಅಳ್ತಿಚ್ಯಾ ಖಾಟಿನಿ ತೆ ಶಾರ್ ಆಳ್ತಿ ಕರ್ಲ್ಯಾನ್. ತೆ ಶಾರ್ ಪಂದ್ರಾ ಮೈಲಾ ಲಾಂಬ್ ಹೊತ್ತೆ ಅನಿ ಕವ್ಡೆ ಲಾಂಬ್ ಹಾಯ್ ತವ್ಡೆಚ್ ಉಪ್ಪರ್ಬಿ ಹೊತ್ತೆ.