Revelation 3:16 — Compare Translations

7 translations compared side by side

Odia - 1840
"କିନ୍ତୁ ତୁମ୍ଭେ ଉତ୍ତପ୍ତ କିମ୍ବା ଶୀତଳ ନ ହାଇେ ନାତିଶୀତଷ୍ଣୋ ହବୋରୁ ମୁଁ ତୁମକୁ ମୁଖରୁ ଉଦ୍ଗାର କରି ବାହାର କରି ଦବେି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଣୁ ତୁମ୍ଭେ ଶୀତଳ କି ଉଷ୍ଣ ନ ହୋଇ ଈଷଦୁଷ୍ଣ ହେବାରୁ ଆମ୍ଭେ ତୁମ୍ଭକୁ ଆପଣା ମୁଖରୁ ଉଦ୍ଗାର କରିବାକୁ ଯାଉଅଛୁ ।
Odia BSI (ପବିତ୍ର ବାଇବଲ (CL) NT (BSI))
କିନ୍ତୁ ତୁମ୍ଭେମାନେ ଶୀତଳ ବା ଉତ୍ତପ୍ତ ନ ହୋଇ ଈଷତ୍ଉଷ୍ଣ ହୋଇଥିବାରୁ, ମୁଁ ତୁମକୁ ମୋ’ ମୁଖରୁ ଉଦ୍ଗାର କରିବି!
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ତୁମ୍ଭେ ଉତ୍ତପ୍ତ କିମ୍ବା ଶୀତଳ ନ ହୋଇ ନାତିଶୀତଷ୍ଣୋ ହେବାରୁ ମୁଁ ତୁମକୁ ମୁଖରୁ ଉଦ୍‌‌ଗାର କରି ବାହାର କରିଦେବି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଣୁ ତୁମ୍ଭେ ଶୀତଳ କି ଉଷ୍ଣ ନ ହୋଇ ଈଷଦୁଷ୍ଣ ହେବାରୁ ଆମ୍ଭେ ତୁମ୍ଭକୁ ଆପଣା ମୁଖରୁ ପ୍ରତ୍ୟାଖ୍ୟାନ କରିବାକୁ ଯାଉଅଛୁ।
Odia IRV 2017 (ଓଡିଆ ବାଇବେଲ)
ଏଣୁ ତୁମ୍ଭେ ଶୀତଳ କି ଉଷ୍ଣ ନ ହୋଇ ଈଷଦୁଷ୍ଣ ହେବାରୁ ଆମ୍ଭେ ତୁମ୍ଭକୁ ଆପଣା ମୁଖରୁ ପ୍ରତ୍ୟାଖ୍ୟାନ କରିବାକୁ ଯାଉଅଛୁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಿಯಾ ಶೆಳ್ಮುಳೊ ಹಾಸ್ ಹಿಕ್ಡಿ ಥಂಡ್‍ಬಿ ನ್ಹಯ್ ಹುನ್‍ಬಿ ನ್ಹಯ್. ತಸೆಮನುನ್ ಮಿಯಾ ತುಕಾ ಮಾಜ್ಯಾ ತೊಂಡಾತ್ನಾ ಥುಕುನ್ ಭಾಯ್ರ್ ಘಾಲ್ತಾ!