Revelation 3:2 — Compare Translations
7 translations compared side by side
Odia - 1840
"ଜାଗି ଉଠ! ତୁମ୍ଭର ଯେଉଁ ଅବଶିଷ୍ଟ ବିଷୟଗୁଡ଼ିକ ଲୋପ ପାଇଯାଉଅଛି ସଗେୁଡ଼ିକ ସମ୍ପୂର୍ଣ୍ଣ ମରିୟିବା ପୂର୍ବରୁ ସେସବୁ ଦୃଢ଼ କର। କାରଣ ପରମେଶ୍ବରଙ୍କ ଦୃଷ୍ଟି ରେ ତୁମ୍ଭର କର୍ମକୁ ମୁଁ ନିର୍ଦ୍ ଦୋଷ ପାଇନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଜାଗ୍ରତ ହୁଅ, ପୁଣି ଲୁପ୍ତପ୍ରାୟ ଅବଶିଷ୍ଟ ବିଷୟସବୁକୁ ସବଳ କର; କାରଣ ଆମ୍ଭେ ତୁମ୍ଭର କର୍ମସବୁକୁ ଆମ୍ଭର ଈଶ୍ଵରଙ୍କ ଛାମୁରେ ସିଦ୍ଧ ବୋଲି ଦେଖି ନାହୁଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ତେଣୁ ଜାଗ୍ରତ ହୁଅ ଏବଂ ତୁମ ନିକଟରେ ଯାହା କିଛି ଅଛି, ତାହା ସମ୍ପୂର୍ଣ୍ଣଭାବେ ଲୁପ୍ତ ହେବା ପୂର୍ବରୁ ତାହାକୁ ବଳିଷ୍ଠ କର। କାରଣ ମୁଁ ଜାଣେ, ତୁମର କର୍ମସବୁ ଈଶ୍ୱରଙ୍କ ଦୃଷ୍ଟିରେ ଏ ପର୍ଯ୍ୟନ୍ତ ସିଦ୍ଧ ହୋଇ ନାହିଁ।
Odia Bible ERV 2004 (ପବିତ୍ର ବାଇବଲ)
ଜାଗି ଉଠ! ତୁମ୍ଭର ଯେଉଁ ଅବଶିଷ୍ଟ ବିଷୟ ଗୁଡ଼ିକ ଲୋପ ପାଇଯାଉଅଛି ସେଗୁଡ଼ିକ ସମ୍ପୂର୍ଣ୍ଣ ମରିଯିବା ପୂର୍ବରୁ ସେସବୁ ଦୃଢ଼ କର। କାରଣ ପରମେଶ୍ୱରଙ୍କ ଦୃଷ୍ଟିରେ ତୁମ୍ଭର କର୍ମକୁ ମୁଁ ନିର୍ଦ୍ଦୋଷ ପାଇ ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଜାଗ୍ରତ ହୁଅ, ପୁଣି, ମୃତ୍ୟୁ ନିମନ୍ତେ ପ୍ରସ୍ତୁତ ଅବଶିଷ୍ଟ ବିଷୟସବୁକୁ ସବଳ କର; କାରଣ ଆମ୍ଭେ ତୁମ୍ଭର କର୍ମସବୁକୁ ଆମ୍ଭର ଈଶ୍ବରଙ୍କ ଛାମୁରେ ସିଦ୍ଧ ବୋଲି ଦେଖି ନାହୁଁ।
Odia IRV 2017 (ଓଡିଆ ବାଇବେଲ)
ଜାଗ୍ରତ ହୁଅ, ପୁଣି, ମୃତ୍ୟୁ ନିମନ୍ତେ ପ୍ରସ୍ତୁତ ଅବଶିଷ୍ଟ ବିଷୟସବୁକୁ ସବଳ କର; କାରଣ ଆମ୍ଭେ ତୁମ୍ଭର କର୍ମସବୁକୁ ଆମ୍ଭର ଈଶ୍ୱରଙ୍କ ଛାମୁରେ ସିଦ୍ଧ ବୋଲି ଦେଖି ନାହୁଁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಸೆಮನುನ್ ಉಟ್ ಅನಿ ಜೆ ಕವ್ಡೆ ತುಜೆಕ್ಡೆ ಝಿತ್ತೆ ಹುರಲ್ಲೆ ಹಾಯ್ ತೆಬಿ ಮರುನ್ ಜಾವ್ಚ್ಯಾ ಅದ್ದಿ ಘಟ್ ಕರುನ್ ಘೆ. ತಿಯಾ ಜೆ ಕಾಯ್-ಕಾಯ್ ಕರ್ಲೆ ತೆ ಮಾಜ್ಯಾ ದೆವಾಚ್ಯಾ ನದ್ರೆತ್ ಸಮಾ ದಿಸಿನಸಲ್ಲೆ ಕರ್ಲೆಯ್.