Revelation 5:4 — Compare Translations

7 translations compared side by side

Odia - 1840
"ତେଣୁ ମୁଁ ଆକୁଳ ଭାବରେ କାନ୍ଦିବାକୁ ଲାଗିଲି, କାରଣ ସହେି ଚର୍ମପତ୍ରକୁ ଫିଟାଇବା ପାଇଁ କିମ୍ବା ଦେଖିବା ପାଇଁ ସଠାେରେ କହେି ସକ୍ଷମ ନ ଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେହି ପୁସ୍ତକ ଫିଟାଇବାକୁ କି ତାହା ପ୍ରତି ଦୃଷ୍ଟି କରିବାକୁ ଯୋଗ୍ୟ କେହି ନ ମିଳିବାରୁ ମୁଁ ଅତିଶୟ ରୋଦନ କଲି ।
Odia BSI (ପବିତ୍ର ବାଇବଲ (CL) NT (BSI))
ପାଣ୍ଡୁଲିପି ଖୋଲି ସେଥିରେ କ’ଣ ଲେଖାଅଛି, ପଢ଼ିବା ପାଇଁ କେହି ଜଣେହେଲେ ଯୋଗ୍ୟ ବ୍ୟକ୍ତି ନ ମିଳିବାରୁ, ମୁଁ ହତାଶ ହୋଇ କାନ୍ଦିବାକୁ ଲାଗିଲି।
Odia Bible ERV 2004 (ପବିତ୍ର ବାଇବଲ)
ତେଣୁ ମୁଁ ଆକୁଳ ଭାବରେ କାନ୍ଦିବାକୁ ଲାଗିଲି, କାରଣ ସେହି ଚର୍ମପତ୍ରକୁ ଫିଟାଇବା ପାଇଁ କିମ୍ବା ଦେଖିବା ପାଇଁ ସେଠାରେ କେହି ସକ୍ଷମ ନ ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେହି ପୁସ୍ତକ ଫିଟାଇବାକୁ କି ତାହା ପ୍ରତି ଦୃଷ୍ଟି କରିବାକୁ ଯୋଗ୍ୟ କେହି ନ ମିଳିବାରୁ ମୁଁ ଅତିଶୟ ରୋଦନ କଲି।
Odia IRV 2017 (ଓଡିଆ ବାଇବେଲ)
ସେହି ପୁସ୍ତକ ଫିଟାଇବାକୁ କି ତାହା ପ୍ରତି ଦୃଷ୍ଟି କରିବାକୁ ଯୋଗ୍ୟ କେହି ନ ମିଳିବାରୁ ମୁଁ ଅତିଶୟ ରୋଦନ କଲି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಿ ಸುಳ್ಳಿ ಉಗ್ಡುಕ್ ಅನಿ ತ್ಯೆಚ್ಯಾ ಭುತ್ತುರ್ ಬಗುಕ್ ಯೊಗ್ಯ್ ಅಸಲ್ಲೊ ಕೊನ್‍ಬಿ ಗಾವಿನಾ ಹೊಲಾ ಮನುನ್ ಮಿಯಾ ವಾಯ್ಟ್ ರಡ್ಲೊ.