Revelation 6:14 — Compare Translations
7 translations compared side by side
Odia - 1840
"ଆକାଶ ଭାଗଭାଗ ହାଇଗେଲା ଓ ଚର୍ମପତ୍ର ଭଳି ଗୁଡ଼ଇେ ହାଇଗେଲା। ପର୍ବତ ଓ ଦ୍ବୀପସମୂହ ନିଜନିଜ ସ୍ଥାନରୁ ସ୍ଥାନଚ୍ଯୁତ ହାଇଗେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆକାଶମଣ୍ତଳ ଚର୍ମପୁସ୍ତକ ଗୁଡ଼ା ହେଲା ପରି ଗୁଡ଼ା ହୋଇ ଦୂରୀଭୂତ ହେଲା, ପୁଣି ପର୍ବତ ଓ ଦ୍ଵୀପସମସ୍ତ ସ୍ଥାନାନ୍ତରିତ ହେଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଗୋଟିଏ କାଗଜ ଫର୍ଦ୍ଦ ଗୁଡ଼ା ହେବା ଭଳି ଆକାଶ ମୋଡ଼ି ହୋଇ ଉଭେଇ ଗଲା। ପର୍ବତ ଓ ଦ୍ୱୀପଗୁଡ଼ିକ ସ୍ଥାନାନ୍ତରିତ ହେଲେ।
Odia Bible ERV 2004 (ପବିତ୍ର ବାଇବଲ)
ଆକାଶ ଭାଗଭାଗ ହୋଇଗଲା ଓ ଚର୍ମପତ୍ର ଭଳି ଗୁଡ଼େଇ ହୋଇଗଲା। ପର୍ବତ ଓ ଦ୍ୱୀପସମୂହ ନିଜ ନିଜ ସ୍ଥାନରୁ ସ୍ଥାନଚ୍ୟୁତ ହୋଇଗଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆକାଶମଣ୍ଡଳ ଚର୍ମପୁସ୍ତକ ଗୁଡ଼ା ହେଲା ପରି ଗୁଡ଼ା ହୋଇ ଦୂରୀଭୂତ ହେଲା, ପୁଣି, ପର୍ବତ ଓ ଦ୍ୱୀପ ସମସ୍ତ ସ୍ଥାନାନ୍ତରିତ ହେଲେ।
Odia IRV 2017 (ଓଡିଆ ବାଇବେଲ)
ଆକାଶମଣ୍ଡଳ ଚର୍ମପୁସ୍ତକ ଗୁଡ଼ା ହେଲା ପରି ଗୁଡ଼ା ହୋଇ ଦୂରୀଭୂତ ହେଲା, ପୁଣି, ପର୍ବତ ଓ ଦ୍ୱୀପ ସମସ୍ତ ସ୍ଥାନାନ୍ତରିତ ହେଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಳಬ್ ಎಕ್ ಸುಳ್ಳಿ ಮಡಚ್ಲ್ಯಾ ಬಾಸೆನ್ ಹೊವ್ನ್ ನಾಪತ್ತೊ ಹೊಲೊ, ಅನಿ ಸಗ್ಳ್ಯಾ ಮಡ್ಡಿಯಾ ಅನಿ ದ್ವಿಪಾ ತೆಂಚ್ಯಾ ತೆಂಚ್ಯಾ ಜಾಗ್ಯಾನಿ ವೈನಾ ಹಾಲ್ಲ್ಯಾ.