Revelation 6:4 — Compare Translations
7 translations compared side by side
Odia - 1840
"ତା'ପରେ ଆଉ ଗୋଟିଏ ଲାଭ ଘାଡ଼ୋ ଆସିଲା। ସହେି ଘୋଡ଼ାର ଆ ରୋହୀଙ୍କୁ ଗୋଟିଏ ବଡ଼ ଖଣ୍ଡା ଦିଆଗଲା। ତାହାଙ୍କୁ ଜଗତରୁ ଶାନ୍ତି ଲୋପ କରିବାକୁ କ୍ଷମତା ଦିଆଗଲା। ଲୋକମାନେ ଯେପରି ପରସ୍ପରକୁ ମାରି ଦବେେ, ସେଥିପାଇଁ ସେ ଅନୁମତି ଓ ଶକ୍ତି ପାଇଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେଥିରେ ଆଉ ଗୋଟିଏ ଅଶ୍ଵ ବାହାର ହେଲା, ତାହା ଲୋହିତବର୍ଣ୍ଣ; ଲୋକେ ଯେପରି ପରସ୍ପରକୁ ହତ୍ୟା କରନ୍ତି, ଏଥିନିମନ୍ତେ ପୃଥିବୀରୁ ଶାନ୍ତି ଦୂର କରିବା ନିମନ୍ତେ ତାହାର ଆରୋହୀକୁ କ୍ଷମତା ଦିଆଗଲା, ପୁଣି ତାହାକୁ ଗୋଟିଏ ବୃହତ୍ ଖଡ଼୍ଗ ଦତ୍ତ ହେଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
ମୁଁ ଦେଖିଲି, ଲୋହିତ ବର୍ଣ୍ଣର ଆଉ ଗୋଟିଏ ଅଶ୍ୱ। ପୃଥିବୀରେ ଅଶାନ୍ତି ସୃଷ୍ଟି କରିବା ପାଇଁ ତାହାର ଆରୋହୀଙ୍କୁ କ୍ଷମତା ଦିଆଗଲା, ମନୁଷ୍ୟମାନେ ଯେପରି ଯୁଦ୍ଧ କରି ପରସ୍ପରକୁ ହତ୍ୟା କରିବେ। ତା’ ହସ୍ତରେ ଗୋଟିଏ ବିରାଟ ଖଡ଼୍ଗ ପ୍ରଦତ୍ତ ହେଲା।
Odia Bible ERV 2004 (ପବିତ୍ର ବାଇବଲ)
ତା’ପରେ ଆଉ ଗୋଟିଏ ଲାଭ ଘୋଡ଼ା ଆସିଲା। ସେହି ଘୋଡ଼ାର ଆରୋହୀଙ୍କୁ ଗୋଟିଏ ବଡ଼ ଖଣ୍ଡା ଦିଆଗଲା। ତାହାଙ୍କୁ ଜଗତରୁ ଶାନ୍ତି ଲୋପ କରିବାକୁ କ୍ଷମତା ଦିଆଗଲା। ଲୋକମାନେ ଯେପରି ପରସ୍ପରକୁ ମାରିଦେବେ, ସେଥିପାଇଁ ସେ ଅନୁମତି ଓ ଶକ୍ତି ପାଇଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେଥିରେ ଆଉ ଗୋଟିଏ ଅଶ୍ୱ ବାହାରି ଆସିଲା, ତାହା ଲୋହିତବର୍ଣ୍ଣ; ଲୋକେ ଯେପରି ପରସ୍ପରକୁ ହତ୍ୟା କରନ୍ତି, ଏଥିନିମନ୍ତେ ପୃଥିବୀରୁ ଶାନ୍ତି ଦୂର କରିବା ନିମନ୍ତେ ତାହାର ଆରୋହୀକୁ କ୍ଷମତା ଦିଆଗଲା, ପୁଣି, ତାହାକୁ ଗୋଟିଏ ବୃହତ୍ ଖଡ୍ଗ ଦିଆଗଲା।
Odia IRV 2017 (ଓଡିଆ ବାଇବେଲ)
ସେଥିରେ ଆଉ ଗୋଟିଏ ଅଶ୍ୱ ବାହାରି ଆସିଲା, ତାହା ଲୋହିତବର୍ଣ୍ଣ; ଲୋକେ ଯେପରି ପରସ୍ପରକୁ ହତ୍ୟା କରନ୍ତି, ଏଥି ନିମନ୍ତେ ପୃଥିବୀରୁ ଶାନ୍ତି ଦୂର କରିବା ନିମନ୍ତେ ତାହାର ଆରୋହୀକୁ କ୍ଷମତା ଦିଆଗଲା, ପୁଣି, ତାହାକୁ ଗୋଟିଏ ବୃହତ୍ ଖଡ଼୍ଗ ଦିଆ ଗଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ಎಕ್ ಘೊಡ್ಕೆ ಭಾಯ್ರ್ ಯೆಲೆ ತೆಚೊ ರಂಗ್ ತಾಂಬ್ಡೊ ಹೊತ್ತೊ. ಹೆಚೆ ವರ್ತಿ ಸವಾರಿ ಕರ್ತಲ್ಯಾಕ್ ಜಿಮ್ನಿ ವರ್ತಿ ಝಗ್ಡೊ ಉಟ್ವುತಲೊ ಅಧಿಕಾರ್ ದಿಲ್ಲೊ ಹಾಯ್. ಹೆಚ್ಯಾ ವೈನಾ ಲೊಕಾ ಎಕಾಮೆಕಾಕ್ ಜಿವಾನಿ ಮಾರುನ್ ಘೆತಾತ್ ತೆಕಾ ಎಕ್ ಮೊಟಿ ತಲ್ವಾರ್ ದಿಲ್ಲಿ ಹಾಯ್.