Revelation 9:11 — Compare Translations

7 translations compared side by side

Odia - 1840
"ପାତାଳସ୍ଥ ସହେି ଅତଳ ଗହ୍ବରର ଦୂତ ପଙ୍ଗପାଳମାନଙ୍କର ରାଜା ଥିଲେ। ତାହାଙ୍କର ନାମ ଏବ୍ରୀ ଭାଷା ରେ 'ଅବଦ୍ଦୋନ୍' ଓ ଗ୍ରୀକ୍ ଭାଷା ରେ 'ଅପଲିଯୋନ' (ବିନାଶକ) ଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପାତାଳକୁଣ୍ତର ଦୂତ ସେମାନଙ୍କର ରାଜା, ତାହାର ନାମ ଏବ୍ରୀ ଭାଷାରେ ଅବଦ୍ଦୋନ୍ ଓ ଗ୍ରୀକ୍ ଭାଷାରେ ଅପଲ୍ଲିୟୋନ୍ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନଙ୍କ ଉପରେ ଜଣେ ରାଜା ଶାସନ କରୁଛି। ସେ ପାତାଳପୁରୀ ଦାୟିତ୍ୱରେ ଥିବା ଏକ ଦେବଦୂତ। ଏବ୍ରୀ ଭାଷାରେ ତାହାର ନାମ, ଆବାଦନ୍; ଗ୍ରୀକ୍ ଭାଷାରେ ସେହି ନାମ ହେଉଛି, ଆପୋଲ୍ଲୀୟନ୍ (ଅର୍ଥାତ୍ ‘ସଂହାରକ’)।
Odia Bible ERV 2004 (ପବିତ୍ର ବାଇବଲ)
ପାତାଳସ୍ଥ ସେହି ଅତଳ ଗହ୍ୱରର ଦୂତ ପଙ୍ଗପାଳମାନଙ୍କର ରାଜା ଥିଲେ। ତାହାଙ୍କର ନାମ ଏବ୍ରୀ ଭାଷାରେ ‘ଅବଦ୍ଦୋନ୍’ ଓ ଗ୍ରୀକ୍ ଭାଷାରେ ‘ଅପଲ୍ଲିୟୋନ୍’ (ବିନାଶକ) ଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପାତାଳକୁଣ୍ଡର ଦୂତ ସେମାନଙ୍କର ରାଜା, ତାହାଙ୍କର ନାମ ଏବ୍ରୀ ଭାଷାରେ ଆବଦ୍ଦୋନ୍ ଓ ଗ୍ରୀକ୍‍ ଭାଷାରେ ଅପଲ୍ଲିୟୋନ୍ ।
Odia IRV 2017 (ଓଡିଆ ବାଇବେଲ)
ପାତାଳକୁଣ୍ଡର ଦୂତ ସେମାନଙ୍କର ରାଜା, ତାହାଙ୍କର ନାମ ଏବ୍ରୀ ଭାଷାରେ ଆବଦ୍ଦୋନ୍ ଓ ଗ୍ରୀକ୍ ଭାଷାରେ ଅପଲ୍ଲିୟୋନ୍ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಪಾತಾಳಾ ವರ್ತಿ ಅದಿಕಾರ್ ಹೊತ್ತೊ ದೆವ್‍ದುತಾ ತೆಂಚೊ ಮೊಟೊ ಮುಖಂಡ್ ಹೊವ್ನ್ ಹೊತ್ತೊ. ಹೆಬ್ರೆವ್ ಬಾಸೆತ್ ತೆಚೆ ನಾಂವ್ ಅಬಾಡ್ಡನ್; ಗ್ರಿಕ್ ಬಾಸೆತ್ ತೆಚೆ ನಾಂವ್ ಅಪೊಲಿನ್. ಹೆಚೊ ಅರ್ತ್ ನಾಸ್ ಕರ್‍ತಲೊ.