Revelation 9:19 — Compare Translations
7 translations compared side by side
Odia - 1840
"ସହେି ଅଶ୍ବମାନଙ୍କର ମାରାତ୍ମକ ଶକ୍ତି କବଳେ ମୁହଁ ରେ ନ ଥାଇ ଲାଙ୍ଗୁଳ ରେ ମଧ୍ଯ ଥିଲା। ସମାନଙ୍କେର ଲାଙ୍ଗୁଳ ସାପ ପରି, ଯାହାଙ୍କର ମୁଣ୍ଡ ଲୋକମାନଙ୍କୁ ଦଂଶନ ଓ ଅନିଷ୍ଟ କରିବା ପାଇଁ ଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ଅଶ୍ଵମାନଙ୍କ ଶକ୍ତି ସେମାନଙ୍କ ମୁଖ ଓ ଲାଙ୍ଗୁଳରେ ଥିଲା, ଯେଣୁ ସେମାନଙ୍କ ଲାଙ୍ଗୁଳ ସର୍ପ ସଦୃଶ ଓ ମସ୍ତକବିଶିଷ୍ଟ; ତଦ୍ଦ୍ଵାରା ସେମାନେ କ୍ଷତି କରନ୍ତି ।
Odia BSI (ପବିତ୍ର ବାଇବଲ (CL) NT (BSI))
ଅଶ୍ୱମାନଙ୍କର ଶକ୍ତି ସେମାନଙ୍କର ମୁଖ ଓ ଲାଙ୍ଗୁଳରେ ଥିଲା। ସେମାନଙ୍କର ଲାଙ୍ଗୁଳ, ମସ୍ତକବିଶିଷ୍ଟ ସର୍ପ ପରି ଏବଂ ସେଥିରେ ସେମାନେ ମନୁଷ୍ୟକୁ ଆଘାତ କରୁଥିଲେ।
Odia Bible ERV 2004 (ପବିତ୍ର ବାଇବଲ)
ସେହି ଅଶ୍ୱମାନଙ୍କର ମାରାତ୍ମକ ଶକ୍ତି କେବଳ ମୁହଁରେ ନ ଥାଇ ଲାଙ୍ଗୁଳରେ ମଧ୍ୟ ଥିଲା। ସେମାନଙ୍କର ଲାଙ୍ଗୁଳ ସାପ ପରି, ଯାହାଙ୍କର ମୁଣ୍ଡ ଲୋକମାନଙ୍କୁ ଦଂଶନ ଓ ଅନିଷ୍ଟ କରିବା ପାଇଁ ଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ଅଶ୍ୱମାନଙ୍କ ଶକ୍ତି ସେମାନଙ୍କ ମୁଖ ଓ ଲାଙ୍ଗୁଳରେ ଥିଲା, ଯେଣୁ ସେମାନଙ୍କ ଲାଙ୍ଗୁଳ ସର୍ପ ସଦୃଶ ଓ ମସ୍ତକବିଶିଷ୍ଟ; ତଦ୍ୱାରା ସେମାନେ କ୍ଷତି କରନ୍ତି।
Odia IRV 2017 (ଓଡିଆ ବାଇବେଲ)
କାରଣ ଅଶ୍ୱମାନଙ୍କ ଶକ୍ତି ସେମାନଙ୍କ ମୁଖ ଓ ଲାଙ୍ଗୁଳରେ ଥିଲା, ଯେଣୁ ସେମାନଙ୍କ ଲାଙ୍ଗୁଳ ସର୍ପ ସଦୃଶ ଓ ମସ୍ତକବିଶିଷ୍ଟ; ତଦ୍ୱାରା ସେମାନେ କ୍ଷତି କରନ୍ତି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಸೆ ತ್ಯಾ ಘೊಡ್ಕ್ಯಾಂಚ್ಯಾ ತೊಂಡಾತ್ನಿ ಅನಿ ಸೆಪ್ಡಿಯಾತ್ನಿಬಿ ತಾಕತ್ ಹೊತ್ತಿ. ತೆಂಚ್ಯಾ ಸೆಪ್ಡಿಯಾ ಟಕ್ಲೆ ಅಸಲ್ಲ್ಯಾ ಸಾಪಾಂಚ್ಯಾ ಸರ್ಕ್ಯಾ ಹೊತ್ತ್ಯಾ, ಅನಿ ತೆನಿ ಲೊಕಾಕ್ನಿ ತರಾಸ್ ದಿವ್ಕ್ ತ್ಯಾ ಸೆಪ್ಡಿಯಾ ವಾಪ್ರುಲಾಗಲ್ಲ್ಯಾನಿ.
Recommended Reading