Revelation 9:6 — Compare Translations

7 translations compared side by side

Odia - 1840
"ସହେି ସମୟରେ ଲୋକମାନେ ମରଣ ଚାହିଁଲେ, କିନ୍ତୁ ମରିପାରିବେ ନାହିଁ। ମରଣ ଖାଜେିବା ସତ୍ତ୍ବେ ମରଣ ସମାନଙ୍କେୁ ମିଳିବ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେହି ସମୟରେ ମନୁଷ୍ୟମାନେ ମୃତ୍ୟୁର ଅନ୍ଵେଷଣ କରିବେ, କିନ୍ତୁ କୌଣସି ପ୍ରକାରେ ତାହାର ଉଦ୍ଦେଶ୍ୟ ପାଇବେ ନାହିଁ; ସେମାନେ ମରିବାକୁ ବାଞ୍ଛା କରିବେ, କିନ୍ତୁ ମୃତ୍ୟୁ ସେମାନଙ୍କଠାରୁ ପଳାୟନ କରିବ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେହି ସମୟ ଭିତରେ ଉତ୍ପୀଡ଼ିତ ଲୋକମାନେ ମୃତ୍ୟୁର ଅନ୍ୱେଷଣ କଲେ, କିନ୍ତୁ ପାଇଲେ ନାହିଁ। ସେମାନେ ମୃତ୍ୟୁ କାମନା କଲେ, ମାତ୍ର ମୃତ୍ୟୁ ସେମାନଙ୍କ ନିକଟରୁ ପଳାୟନ କଲା।
Odia Bible ERV 2004 (ପବିତ୍ର ବାଇବଲ)
ସେହି ସମୟରେ ଲୋକମାନେ ମରଣ ଗ୍ଭହିଁବେ, କିନ୍ତୁ ମରିପାରିବେ ନାହିଁ। ମରଣ ଖୋଜିବା ସତ୍ତ୍ୱେ ମରଣ ସେମାନଙ୍କୁ ମିଳିବ ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେହି ସମୟରେ ମନୁଷ୍ୟମାନେ ମୃତ୍ୟୁର ଅନ୍ୱେଷଣ କରିବେ, କିନ୍ତୁ କୌଣସି ପ୍ରକାରେ ପାଇବେ ନାହିଁ; ସେମାନେ ମରିବାକୁ ବାଞ୍ଛା କରିବେ, କିନ୍ତୁ ମୃତ୍ୟୁ ସେମାନଙ୍କଠାରୁ ପଳାୟନ କରିବ।
Odia IRV 2017 (ଓଡିଆ ବାଇବେଲ)
ସେହି ସମୟରେ ମନୁଷ୍ୟମାନେ ମୃତ୍ୟୁର ଅନ୍ୱେଷଣ କରିବେ, କିନ୍ତୁ କୌଣସି ପ୍ରକାରେ ପାଇବେ ନାହିଁ; ସେମାନେ ମରିବାକୁ ବାଞ୍ଛା କରିବେ, କିନ୍ତୁ ମୃତ୍ୟୁ ସେମାନଙ୍କଠାରୁ ପଳାୟନ କରିବ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತ್ಯಾ ಪಾಚ್ ಮ್ಹಯಿನ್ಯಾತ್ನಿ ತೆನಿ ಮರಾನ್ ಮಾಗ್ತ್ಯಾತ್, ಖರೆ ತೆ ತೆಂಕಾ ಯೆಯ್ನಾ; ತೆನಿ ಮರಾನ್ ಯೆಲ್ಯಾರ್ ಫಿರೆ ಮನ್‍ತ್ಯಾತ್, ಖರೆ ಮರಾನ್ ತೆಂಚೆಕ್ನಾ ಧುರ್ ಪಳುನ್ ಜಾತಾ.