Revelation 9:7 — Compare Translations
7 translations compared side by side
Odia - 1840
"ସହେି ପଙ୍ଗପାଳମାନେ ୟୁଦ୍ଧ ପାଇଁ ସୁସଜ୍ଜିତ ଅଶ୍ବପରି ଥିଲେ। ସମାନଙ୍କେର ମସ୍ତକ ସୁବର୍ଣ୍ଣ ମୁକୁଟ ଭଳି ଦଖାଯାେଉଥିବା କିଛି ଥିଲା। ସମାନଙ୍କେର ମୁହଁ ମଣିଷ ପରି ଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପଙ୍ଗପାଳମାନଙ୍କର ଆକୃତି ଯୁଦ୍ଧାର୍ଥେ ସଜ୍ଜିତ ଅଶ୍ଵମାନଙ୍କ ସଦୃଶ, ସେମାନଙ୍କ ମସ୍ତକର ଆବରଣ ସୁବର୍ଣ୍ଣ ମୁକୁଟ ତୁଲ୍ୟ, ପୁଣି ସେମାନଙ୍କ ମୁଖ ମନୁଷ୍ୟ-ମାନଙ୍କ ମୁଖ ସଦୃଶ;
Odia BSI (ପବିତ୍ର ବାଇବଲ (CL) NT (BSI))
ପଙ୍ଗପାଳଗୁଡ଼ିକ ଯୁଦ୍ଧ ପାଇଁ ସୁସଜ୍ଜିତ ଅଶ୍ୱ ପରି ଦେଖାଯାଉଥିଳେ। ସେମାନଙ୍କ ମସ୍ତକରେ ସୁବର୍ଣ୍ଣ ମୁକୁଟ ପରି ଆବରଣ ଥିଲା। ସେମାନଙ୍କର ମୁଖ ମନୁଷ୍ୟ ମୁଖ ପରି,
Odia Bible ERV 2004 (ପବିତ୍ର ବାଇବଲ)
ସେହି ପଙ୍ଗପାଳମାନେ ଯୁଦ୍ଧ ପାଇଁ ସୁସଜ୍ଜିତ ଅଶ୍ୱପରି ଥିଲେ। ସେମାନଙ୍କର ମସ୍ତକ ସୁବର୍ଣ୍ଣ ମୁକୁଟ ଭଳି ଦେଖାଯାଉଥିବା କିଛି ଥିଲା। ସେମାନଙ୍କର ମୁହଁ ମଣିଷ ପରି ଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପଙ୍ଗପାଳମାନଙ୍କର ଆକୃତି ଯୁଦ୍ଧ ନିମନ୍ତେ ସଜ୍ଜିତ ଅଶ୍ୱମାନଙ୍କ ସଦୃଶ, ସେମାନଙ୍କ ମସ୍ତକର ଆବରଣ ସୁବର୍ଣ୍ଣ ମୁକୁଟ ତୁଲ୍ୟ, ପୁଣି, ସେମାନଙ୍କ ମୁଖ ମନୁଷ୍ୟମାନଙ୍କ ମୁଖ ସଦୃଶ;
Odia IRV 2017 (ଓଡିଆ ବାଇବେଲ)
ପଙ୍ଗପାଳମାନଙ୍କର ଆକୃତି ଯୁଦ୍ଧ ନିମନ୍ତେ ସଜ୍ଜିତ ଅଶ୍ୱମାନଙ୍କ ସଦୃଶ, ସେମାନଙ୍କ ମସ୍ତକର ଆବରଣ ସୁବର୍ଣ୍ଣ ମୁକୁଟ ତୁଲ୍ୟ, ପୁଣି, ସେମାନଙ୍କ ମୁଖ ମନୁଷ୍ୟମାନଙ୍କ ମୁଖ ସଦୃଶ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಿ ಠೊಳಾ ಮಾರಾಮಾರಿಕ್ ತಯಾರ್ ಹೊಲ್ಲ್ಯಾ ಘೊಡ್ಕ್ಯಾಂಚ್ಯಾ ಸರ್ಕಿ ದಿಸಿತ್; ತೆಂಚ್ಯಾ ಟಕ್ಲ್ಯಾ ವೈನಿ ಸೊನ್ಯಾಚ್ಯಾ ಮುಕುಟಾಚ್ಯಾ ಸರ್ಕೆ ಕಾಯ್ಕಿ ಹೊತ್ತೆ, ಅನಿ ತೆಂಚಿ ತೊಂಡಾ ಮಾನ್ಸಾಂಚ್ಯಾ ತೊಡಾಂಚ್ಯಾ ಸರ್ಕೆ ದಿಸಿತ್.