Revelation 9:8 — Compare Translations
7 translations compared side by side
Odia - 1840
"ସ୍ତ୍ରୀମାନଙ୍କର କେଶ ପରି ସମାନଙ୍କେର କେଶ ଥିଲା। ସମାନଙ୍କେର ଦାନ୍ତ ସିଂହ ଦାନ୍ତ ପରି ଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସ୍ତ୍ରୀଲୋକମାନଙ୍କ କେଶ ସଦୃଶ ସେମାନଙ୍କ କେଶ, ସିଂହଦ; ତୁଲ୍ୟ ସେମାନଙ୍କ ଦନ୍ତ;
Odia BSI (ପବିତ୍ର ବାଇବଲ (CL) NT (BSI))
କେଶ ସ୍ତ୍ରୀଲୋକମାନଙ୍କର କେଶ ପରି ଓ ସେମାନଙ୍କର ଦନ୍ତଗୁଡ଼ିକ ସିଂହ ଦନ୍ତ ପରି ଥିଲା।
Odia Bible ERV 2004 (ପବିତ୍ର ବାଇବଲ)
ସ୍ତ୍ରୀମାନଙ୍କର କେଶ ପରି ସେମାନଙ୍କର କେଶ ଥିଲା। ସେମାନଙ୍କର ଦାନ୍ତ ସିଂହ ଦାନ୍ତ ପରି ଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସ୍ତ୍ରୀଲୋକମାନଙ୍କ କେଶ ସଦୃଶ ସେମାନଙ୍କ କେଶ, ସିଂହଦନ୍ତ ତୁଲ୍ୟ ସେମାନଙ୍କ ଦନ୍ତ;
Odia IRV 2017 (ଓଡିଆ ବାଇବେଲ)
ସ୍ତ୍ରୀଲୋକମାନଙ୍କ କେଶ ସଦୃଶ ସେମାନଙ୍କ କେଶ, ସିଂହଦନ୍ତ ତୁଲ୍ୟ ସେମାନଙ୍କ ଦନ୍ତ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆಂಚಿ ಕೆಸಾ ಬಾಯ್ಕಾಮನ್ಸಾಂಚ್ಯಾ ಕೆಸಾಂಚ್ಯಾ ಸರ್ಕಿ ಹೊತ್ತಿ, ತೆಂಚಿ ದಾತಾ ಸಿವಾಂಚ್ಯಾ ದಾತಾಂಚ್ಯಾ ಸರ್ಕಿ ಹೊತ್ತಿ.