Romans 1:14 — Compare Translations

7 translations compared side by side

Odia - 1840
"ମୁଁ ଗ୍ରୀକ୍ ବା ବର୍ବର, ବୁଦ୍ଧିମାନ ବା ମୂର୍ଖ ସମସ୍ତଙ୍କୁ ସବୋ କରିବାକୁ ଉଚିତ ମନେ କରେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଗ୍ରୀକ୍ କି ବର୍ବର, ଶିକ୍ଷିତ କି ଅଶିକ୍ଷିତ, ସମସ୍ତଙ୍କ ନିକଟରେ ମୁଁ ଋଣୀ ।
Odia BSI (ପବିତ୍ର ବାଇବଲ (CL) NT (BSI))
କାରଣ ସଭ୍ୟ, ଅସଭ୍ୟ, ଶିକ୍ଷିତ, ଅଶିକ୍ଷିତ ପ୍ରଭୃତି ସବୁ ଶ୍ରେଣୀର ଲୋକମାନଙ୍କ ପ୍ରତି ମୋର ଦାୟିତ୍ୱ ରହିଛି।
Odia Bible ERV 2004 (ପବିତ୍ର ବାଇବଲ)
ମୁଁ ଗ୍ରୀକ୍ ବା ବର୍ବର, ବୁଦ୍ଧିମାନ ବା ମୂର୍ଖ ସମସ୍ତଙ୍କୁ ସେବା କରିବାକୁ ଉଚିତ୍ ମନେ କରେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଗ୍ରୀକ୍‍ କି ବର୍ବର, ଶିକ୍ଷିତ କି ଅଶିକ୍ଷିତ, ସମସ୍ତଙ୍କ ନିକଟରେ ମୁଁ ଋଣୀ।
Odia IRV 2017 (ଓଡିଆ ବାଇବେଲ)
ଗ୍ରୀକ୍‍ କି ବର୍ବର, ଶିକ୍ଷିତ କି ଅଶିକ୍ଷିତ, ସମସ୍ତଙ୍କ ନିକଟରେ ମୁଁ ଋଣୀ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಕಶ್ಯಾಕ್ ಮಟ್ಲ್ಯಾರ್ ಸಗ್ಳ್ಯಾ ರಿತಿನ್ ಅಭಿವೃದ್ದಿ ಹೊಲ್ಲ್ಯಾ ಲೊಕಾತ್ನಿಬಿ, ಶಿಕಾಪ್ ಅಸಲ್ಲ್ಯಾ ಲೊಕಾತ್ನಿಬಿ ನಸಲ್ಲ್ಯಾ ಲೊಕಾತ್ನಿಬಿ ಅನಿ ದುಸ್ರ್ಯಾ ಸಗ್ಳ್ಯಾ ಲೊಕಾತ್ನಿಬಿ ಕಾಮ್ ಕರುಚೆ ಮನ್ತಲೊ ಭಾರ್ ಮಾಜ್ಯಾ ವರ್‍ತಿ ಹಾಯ್.