Romans 1:26 — Compare Translations
7 translations compared side by side
Odia - 1840
"ସେଥିପାଇଁ ପରମେଶ୍ବର ସମାନଙ୍କେୁ ସହେି ଲଜ୍ଜାଜନକ କାର୍ୟ୍ଯ କରିବା ପାଇଁ ଛାଡ଼ି ଦେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏହି କାରଣରୁ ଈଶ୍ଵର ସେମାନଙ୍କୁ ଜଘନ୍ୟ ପାପପ୍ରବୃତ୍ତିରେ ସମର୍ପଣ କଲେ, କାରଣ ସେମାନଙ୍କ ସ୍ତ୍ରୀମାନେ ସ୍ଵାଭାବିକ ବ୍ୟବହାର ପରିବର୍ତ୍ତେ ଅସ୍ଵାଭାବିକ ବ୍ୟବହାର କଲେ,
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନେ ଲଜ୍ଜାଜନକ ପାପ କାର୍ଯ୍ୟରେ ଲିପ୍ତ ରହିଥିବାରୁ ଈଶ୍ୱର ସେମାନଙ୍କୁ ଛାଡ଼ି ଦେଇଛନ୍ତି, ସେମାନଙ୍କ ସ୍ତ୍ରୀ ଲୋକମାନେ ସ୍ୱାଭାବିକ ଯୌନକ୍ରିୟା ପରିବର୍ତ୍ତେ ଅସ୍ୱାଭାବିକ କାର୍ଯ୍ୟ ସବୁ କରୁଛନ୍ତି ଓ
Odia Bible ERV 2004 (ପବିତ୍ର ବାଇବଲ)
ସେଥିପାଇଁ ପରମେଶ୍ୱର ସେମାନଙ୍କୁ ସେହି ଲଜ୍ଜାଜନକ କାର୍ଯ୍ୟ କରିବା ପାଇଁ ଛାଡ଼ି ଦେଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏହି କାରଣରୁ ଈଶ୍ବର ସେମାନଙ୍କୁ ଜଘନ୍ୟ ପାପ ପ୍ରବୃତ୍ତିରେ ସମର୍ପଣ କଲେ, କାରଣ ସେମାନଙ୍କ ସ୍ତ୍ରୀମାନେ ସ୍ୱାଭାବିକ ବ୍ୟବହାର ପରିବର୍ତ୍ତେ ଅସ୍ୱାଭାବିକ ବ୍ୟବହାର କଲେ,
Odia IRV 2017 (ଓଡିଆ ବାଇବେଲ)
ଏହି କାରଣରୁ ଈଶ୍ୱର ସେମାନଙ୍କୁ ଜଘନ୍ୟ ପାପ ପ୍ରବୃତ୍ତିରେ ସମର୍ପଣ କଲେ, କାରଣ ସେମାନଙ୍କ ସ୍ତ୍ରୀମାନେ ସ୍ୱାଭାବିକ ବ୍ୟବହାର ପରିବର୍ତ୍ତେ ଅସ୍ୱାଭାବିକ ବ୍ୟବହାର କଲେ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಹೆ ಸಗ್ಳೆ ಕರಲ್ಲ್ಯಾಸಾಟಿ ದೆವಾನ್ ತೆಂಕಾ ತೆಂಚ್ಯಾ ಅಬ್ರುಗೆಡಿಪಾನಾಚ್ಯಾ ಚಾಲಿಚ್ಯಾ ತಾಬೆತ್ ದಿವ್ನ್ ಸೊಡ್ಲ್ಯಾನಾಯ್. ಬಾಯ್ಕಾಮನ್ಸಾನಿ ಸೈತ್ ತೆಂಚೊ ಸ್ವಾಭಾವಿಕ್ ರಿತಿನ್ ಆಂಗಾಚೊ ಸಮಂದ್ ಕರ್ತಲೊ ಸೊಡುನ್ ಸ್ವಬಾವಾಕ್ ಸಮಾ ನಸಲ್ಲ್ಯಾ ರಿತಿನ್ ಆಂಗಾಚೊ ಸಮಂದ್ ಕರ್ಲ್ಯಾನಿ.