Romans 10:21 — Compare Translations

7 translations compared side by side

Odia - 1840
"କିନ୍ତୁ ଇଶ୍ରାୟେଲ ଲୋକଙ୍କ ବିଷୟ ରେ ପରମେଶ୍ବର ଏହା କହନ୍ତି, ଆମ୍ଭେ ଏହି ଲୋକଙ୍କ ପାଇଁ ଦିନ ସାରା ଅପେକ୍ଷା କରି ଥିଲେ ମଧ୍ଯ, ସମାନେେ ଆମ୍ଭକୁ ମାନିଲେ ନହିଁ ଓ ଅନୁସରଣ କଲେ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ସେ ଇସ୍ରାଏଲ ବିଷୟରେ କହନ୍ତି, ‘ଆମ୍ଭେ ଅନାଜ୍ଞାବହ ଓ ପ୍ରତିକୂଳବାଦୀ ଲୋକମାନଙ୍କ ପ୍ରତି ଦିନଯାକ ହସ୍ତ ବିସ୍ତାର କରିଅଛୁ ।ʼ
Odia BSI (ପବିତ୍ର ବାଇବଲ (CL) NT (BSI))
କିନ୍ତୁ ଇଶ୍ରାଏଲୀୟମାନଙ୍କ ସମ୍ପର୍କରେ ସେ ଲେଖିଛନ୍ତି: “ଗୋଟିଏ ଅବାଧ୍ୟ ବିଦ୍ରୋହୀ ଜାତିକୁ ଆମ୍ଭେ ସର୍ବଦା ହସ୍ତ ବିସ୍ତାର କରି ଆହ୍ୱାନ କରୁଛୁ।”
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ଇସ୍ରାଏଲ ଲୋକଙ୍କ ବିଷୟରେ ପରମେଶ୍ୱର ଏହା କହନ୍ତି, “ଆମ୍ଭେ ଏହି ଲୋକଙ୍କ ପାଇଁ ଦିନସାରା ଅପେକ୍ଷା କରିଥିଲେ ମଧ୍ୟ, ସେମାନେ ଆମ୍ଭକୁ ମାନିଲେ ନାହିଁ ଓ ଅନୁସରଣ କଲେ ନାହିଁ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ସେ ଇସ୍ରାଏଲ ବିଷୟରେ କହନ୍ତି, “ଆମ୍ଭେ ଅନାଜ୍ଞାବହ ଓ ପ୍ରତିକୂଳବାଦୀ ଲୋକମାନଙ୍କ ପ୍ରତି ଦିନଯାକ ହସ୍ତ ବିସ୍ତାର କରିଅଛୁ।”
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ସେ ଇସ୍ରାଏଲ ବିଷୟରେ କହନ୍ତି, "ଆମ୍ଭେ ଅନାଜ୍ଞାବହ ଓ ପ୍ରତିକୂଳବାଦୀ ଲୋକମାନଙ୍କ ପ୍ରତି ଦିନଯାକ ହସ୍ତ ବିସ୍ତାର କରିଅଛୁ ।'
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ ಇಸ್ರಾಯೆಲಾಚ್ಯಾ ವಿಶಯಾತ್ ತೊ ಮನ್ತಾ, “ಮಾಕಾ ಖಾಲ್ತಿ ಹೊವ್ನ್ ಚಲಿನಸಲ್ಲ್ಯಾ ಅನಿ ಕಿಚ್ಚಾನಿ ಹೊತ್ತ್ಯಾ ಲೊಕಾಕ್ನಿ ಯಾಂಗ್ ಮಾರುನ್ ಧರುಕ್ ಮನುನ್ ಮಿಯಾ ಮಾಜಿ ಹಾತಾ, ದಿಸ್ ಬರ್ ತೆಂಚ್ಯಾ ಭೊತ್ಯಾನಿ ಧರುನ್ ಘೆವ್ನ್ ಹೊತ್ತೊ”.