Romans 11:10 — Compare Translations

7 translations compared side by side

Odia - 1840
"ସମାନଙ୍କେର ଆଖି ସତ୍ଯକୁ ଦେଖି ନ ପାରିବା ପାଇଁ ବନ୍ଦ ହଇେ ଯାଉ। ସର୍ବଦା ପାଇଁ ସମାନଙ୍କେର ଅଣ୍ଟା ନଇଁ ପଡୁ। ଗୀତସଂହିତା 69:22-23"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେପରି ସେମାନେ ଦେଖି ନ ପାରନ୍ତି, ଏଥିପାଇଁ ସେମାନଙ୍କ ଚକ୍ଷୁ ଅନ୍ଧ ହେଉ, ଆଉ, ତୁମ୍ଭେ ସେମାନଙ୍କ ପୃଷ୍ଠ ସର୍ବଦା କୁବ୍ଜ କରି ରଖ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନେ ଦୃଷ୍ଟିଶକ୍ତିହୀନ ହୋଇ କିଛି ଦେଖି ନ ପାରନ୍ତୁ। ଅନବରତ ଦୁଃଖ କଷ୍ଟ ଭୋଗି ଭୋଗି ସେମାନଙ୍କ ଅଣ୍ଟା ନଇଁ ଯାଉ।”
Odia Bible ERV 2004 (ପବିତ୍ର ବାଇବଲ)
ସେମାନଙ୍କର ଆଖି ସତ୍ୟକୁ ଦେଖି ନ ପାରିବା ପାଇଁ ବନ୍ଦ ହୋଇଯାଉ। ସର୍ବଦା ପାଇଁ ସେମାନଙ୍କର ଅଣ୍ଟା ନଇଁ ପଡ଼ୁ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯେପରି ସେମାନେ ଦେଖି ନ ପାରନ୍ତି, ଏଥିପାଇଁ ସେମାନଙ୍କ ଚକ୍ଷୁ ଅନ୍ଧ ହେଉ, ଆଉ, ତୁମ୍ଭେ ସେମାନଙ୍କ ପୃଷ୍ଠ ସର୍ବଦା କୁବ୍‍ଜା କରି ରଖ।”
Odia IRV 2017 (ଓଡିଆ ବାଇବେଲ)
ଯେପରି ସେମାନେ ଦେଖି ନ ପାରନ୍ତି, ଏଥିପାଇଁ ସେମାନଙ୍କ ଚକ୍ଷୁ ଅନ୍ଧ ହେଉ, ଆଉ, ତୁମ୍ଭେ ସେମାନଙ୍କ ପୃଷ୍ଠ ସର୍ବଦା କୁବ୍‍ଜା କରି ରଖ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆಂಕಾ ದಿಸುಚೆ ನ್ಹಯ್, ತಸೆ ತೆಂಚೆ ಡೊಳೆ ಕುಡ್ಡೆ ಹೊಂವ್ದಿತ್, ಅನಿ ಕನ್ನಾಬಿ ತೆಂಕಾ ತರಾಸಾಂಚ್ಯಾ ಬುಡಿ ವ್ಹಾಕುನ್ ರ್‍ಹಾಯ್ ಸರ್ಕೆ ಕರ್!”